ବିଜେପି ରାଲିରେ ଲାଠିଚାର୍ଜ ଘଟଣା: ଯାହା ଚାହୁଁଥିଲା ବିଜେପି ସେୟା ହେଲା, ସରକାରଙ୍କୁ ଘେରିବା ପାଇଁ ମଉକା ମିଳିଗଲା
ଭୁବନେଶ୍ୱର: ବିଜେପିକୁ ଦରକାର ଥିଲା ମଉକା, ଏଥି ପାଇଁ ହୋଇଥଲା ଯୋଜନା । ପୁଲିସ ଆମକୁ ଲାଠି ମାଡ କରୁ, ଆମେ ଆଘାତ ହେଉ, ମୁଣ୍ଡ ଫାଟୁ, ଡାକ୍ତରଖାନାରେ ଚିକିତ୍ସା ଚାଲୁ । ଯାହା ଫଳରେ ଆମେ ରାଜ୍ୟ ସରକାର ଓ ପୋଲିସ ଉପରେ ଆହୁରି ବର୍ଷିବୁ । ସରକାରଙ୍କୁ ନିନ୍ଦା କରିବୁ, ସମାଲୋଚନା କରିବୁ ଆଉ…
Read More...
Read More...