ମଝି ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ଜଣ ମତ୍ସ୍ୟଜୀବୀ
କେନ୍ଦ୍ରାପଡ଼ା: ସମୁଦ୍ରରେ ବୋଟ୍ ବୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ବୋଟ୍ରେ ଥିବା ୮ ଜଣ ମତ୍ସ୍ୟଜୀବୀ । ତାରିଣୀ -୨ ନାମକ ଏକ ବୋଟ୍ ଦୁର୍ଘଟଣାରେ ବୁଡ଼ିଥିବା ସୂଚନା ।…
Read More...
Read More...