Browsing Tag

Firingia

ରାସ୍ତା ନଥିବାରୁ ଭାରରେ ବୁହା ହେଲେ  ଗର୍ଭବତୀ ମହିଳା

କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ :  ନେଟୱର୍କ ଅଭାବରୁ ହୋଇ ପାରୁନି ଯୋଗାଯୋଗ । ଗର୍ଭବତୀ ମହିଳାଙ୍କୁ  ଭାରରେ  ନେବକୁ ପଡୁଛି। ଏମିତି ଏକ ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଢ଼ିଙ୍ଗିଆ ପଞ୍ଚାୟତରେ । ପ୍ରଥମ ଥର ଏପରି ଘଟିନି ଆଗରୁ ଅଧ୍ୟ  ଏ ଭଳି ଘଟଣା…
Read More...

ଥାନା ପୋଡି ମାମଲାରେ ଆଉ ଦୁଇଜଣକୁ ଗିରଫ କରିଛି ପୋଲିସ, ମୋଟ ଗିରଫ ୨୧

କନ୍ଧମାଳ : ଫିରିଙ୍ଗିଆ ଥାନା ପୋଡି ମାମଲାରେ ଆଉ ୨ ଅଭିଯୁକ୍ତ ଗିରଫ । ଟିକାବାଲି ଅଞ୍ଚଳରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ୨ଙ୍କୁ ମିଶାଇ ମୋଟ ଗିରଫଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି । ଏ ଭିତରେ ଫିରିଙ୍ଗିଆରେ ଶାନ୍ତି ଫେରିଛି ଦୋକାନ ବଜାର ଆଦି ଖୋଲା ରହିଛି । ଗତ ୫ ତାରିଖ…
Read More...

ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷା ଅଜିତ କୁମାର ସାହୁ ନିଖୋଜ

କନ୍ଧମାଳ  / ମୃତ୍ୟୁଞ୍ଜୟ ଦିଗାଲ:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ର ଉପାଧକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନାମିଳିଛି I ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଫିରିଙ୍ଗିଆ ବ୍ଲକ ଜାଜେସ ପାଙ୍ଗା ଗାଁ ଠାରେ ଚାଲିଥିବା ଏକ ଯାତ୍ରା ରେ ଅତିଥି ଭାବରେ ଯୋଗ ଦେବାପାଇଁ…
Read More...