ଭୁୁବନେଶ୍ୱର ରେଳ ସଦନ ଗେଷ୍ଟ ହାଉସରେ ଅଗ୍ନିକାଣ୍ଡ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜଧାନୀରେ ବଡ ଧରଣର ଅଗ୍ନିକାଣ୍ଡ । ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବାଞ୍ଚଳ ରେଲୱେ ଗେଷ୍ଟ ହାଉସରେ ନିଆଁ ଲାଗିଛି । ତେବେ କେଉଁ କାରଣ ପାଇଁ ନିଆ ଲାଗିଛି ତାହା ଅସ୍ପଷ୍ଟ । ଏହି ବିଲ୍ଡିରେ ନିଆଁ ଲାଗିଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।…
Read More...
Read More...