Browsing Tag

fire

ହାୱାଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ , ଗଲାଣି ୩୬ ଜୀବନ

ବ୍ୟୁରୋ: ହାୱାଇ ଜଙ୍ଗଲରେ ଭୟଙ୍କର ଅଗ୍ନି କାଣ୍ଡରେ ଗଲାଣି ୩୬ଜଣଙ୍କ ଜୀବନ । ମାଉଇର ହାୱାଇନ ଆଇଲ୍ୟାଣ୍ଡରେ ବଢିବାରେ ଲାଗିଛି ନିଆଁ । ଆଇଲ୍ୟାଣ୍ଡର ମୁଖ୍ୟ ପର୍ଯ୍ୟଟନ ସହର ଲାହାଇନା ଜଙ୍ଗଲରେ ଭୟଙ୍କର ନିଆଲାଗିଛି । ବାତ୍ୟାରେ ଭୀଷଣ ପବନ ଯୋଗୁ ଭୟଙ୍କର ହେବାରେ ଲାଗିଛି ଅଗ୍ନିକାଣ୍ଡ । ଏଥିରେ…
Read More...

ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସରେ ଲାଗିଲା ନିଆଁ

ଚିତ୍ତୋର: ଟ୍ରେନ୍ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ବଢ଼ିଚାଲିଛି ଏହି ଦୁର୍ଘଟଣା । ତେବେ ଏକ ଟ୍ରେନରେ ନିଆଁ ଲାଗିବା ଘଟଣା ପୁଣି ସାମ୍ନାକୁ ଆସିଛି । ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସରେ ଲାଗିଲା ନିଆଁ। ଟ୍ରେନ ଇଞ୍ଜିନରେ ଧୂଆଁ ବାହାରିବାରୁ ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ…
Read More...

ମଞ୍ଚେଶ୍ୱରରେ ଥିବା ଔଷଧ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ଔଷଧ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ହୁହୁ ହୋଇ ଜଳିଗଲା ଔଷଧ ଗୋଦାମ । ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛିା ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ଷ୍ଟାଟିଷ୍ଟିକ ଡିପାର୍ଟମେଣ୍ଟରେ ଲାଗିଲା ନିଆଁ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଲା ନିଆଁ। ଡିପାର୍ଟମେଣ୍ଟ ଅଫ୍ ଷ୍ଟାଟିଷ୍ଟିକ୍ ରେ ନିଆଁ ଲାଗିଥିବା ସୂଚନା । ଷ୍ଟାଟିଷ୍ଟିକ୍ ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ୩୦ମିନିଟ୍ ରୁ ଅଧିକ ସମୟ ଧରି ଜଳିଥିଲା ନିଆଁ। କମ୍ପ୍ୟୁଟର, ବହି ଏବଂ ଆସବାବ ପତ୍ର…
Read More...

ନ୍ୟୁଜିଲାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ; ହଷ୍ଟେଲର ୧୦ ଅନ୍ତେବାସୀ ଜଳିଗଲେ

ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନରେ ଏକ ଚାରି ମହଲା ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ୱେଲିଂଟନସ୍ଥିତ ଏହି ହଷ୍ଟେଲରେ ପ୍ରାୟ ୯୦ରୁ ଉଦ୍ଧ୍ୱର୍ ଅନ୍ତେବାସୀ ରହୁଥିବା ବେଳେ ଗତ ରାତିରେ ହଷ୍ଟେଲର ତୃତୀୟ ମହଲାରେ ହଠାତ୍…
Read More...

ଚୀନ ହସ୍ପିଟାଲରେ ଅଗ୍ନିକାଣ୍ଡ, ୨୧ମୃତ୍ୟୁ ୭୨ ଗୁରୁତର

ଚୀନ ରାଜଧାନୀ ବେଜିଂର ଏକ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ୨୧ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୭୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ବେଜିଂସ୍ଥିତ ଚାଙ୍ଗଫେଙ୍ଗ ହସ୍ପିଟାଲରେ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।…
Read More...

ଭେନୁଗୋପାଲା ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର: ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ଅବସରରେ ସବୁଆଡେ ଅନନ୍ଦର ପରିବେସ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭେନୁଗୋପାଲା ସ୍ବାମୀ ମନ୍ଦିରରେ ରାମନବମୀ ଅଗ୍ନିକାଣ୍ଡ ଘଟିଛି। ରାମ ନବମୀ ପାଳନ ପାଇଁ ମନ୍ଦିରରେ ଏକ ପେଣ୍ଡାଲ ଲଗାଯାଇଥିଲା। ଏହି ସମୟରେ…
Read More...

ସିକନ୍ଦରାବାଦ ସ୍ୱପ୍ନାଲୋକ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ, ଚାଲିଗଲା ୬ ଜୀବନ

ସିକନ୍ଦରାବାଦ : ହାଇଦ୍ରାବାଦ ସିକନ୍ଦରାବାଦରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଚାଲିଯାଇଛି ୬ ଜୀବନ । ସିକନ୍ଦାରାବାଦର ବହୁ ପୁରାତନ ସ୍ୱପ୍ନାଲୋକ କମ୍ପେ୍ଲକ୍ସରେ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା । ଫଳରେ କମ୍ପେ୍ଲକ୍ସରେ ଥିବା ଲୋକମାନେ ନିଆଁରେ ଫସିଯାଇଥିଲେ । ମିଳିଥିବା…
Read More...

ଅଙ୍ଗନବାଡି କେନ୍ଦ୍ରରେ ଅସାବଧାନତା ହେତୁ ଲାଗିଗଲା ନିଆଁ

କନ୍ଧମାଳ: ଅଙ୍ଗନବାଡି କେନ୍ଦ୍ରରେ ନିଆଁ । ଏ ଭଳି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେନାର ବାହାଲ ଅଙ୍ଗନବାଡି କେନ୍ଦ୍ରରେ । ଅଳ୍ପକେ ବର୍ତିଲେ ଅଙ୍ଗନବାଡି କେନ୍ଦ୍ର ଭିତରେ ବସିଥିବା ପାଞ୍ଚଜଣ ଶିଶୁ । ଅଙ୍ଗନବାଡି କେନ୍ଦ୍ରରେ ରୋଷଇ କରୁଥିବାବେଳେ ରନ୍ଧନ ଗ୍ୟାସ ଲିକ ହୋଇ…
Read More...

ଦାଇତ୍ୱ ଗ୍ରହଣ କଲେ ଆଇପିଏସ ଡ.ସତ୍ୟଜିତ ମହାନ୍ତି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅଗ୍ନିଶମ ସେବା ସଂସ୍ଥା (ଫାୟାର ସର୍ଭିସ୍‌)ର ଡିଜି ଓ ଗୃହରକ୍ଷୀ (ହୋମଗାର୍ଡ) ଓ ସିଭିଲ୍‌ ଡିଫେନସ୍‌ କମାଣ୍ଡଣ୍ଟ୍‌ ଭାବେ ଡ. ସତ୍ୟଜିତ୍‌ ମହାନ୍ତି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍…
Read More...