Browsing Tag

fire

ସର୍ଟସର୍କିଟରୁ ନିଆଁ ଲାଗିଥିବା ନେଇ ସୂଚନା

କେନ୍ଦ୍ରାପଡ଼ା -: ବ୍ୟାଙ୍କରେ ଲାଗିଲା ନିଆଁ । କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ବସଷ୍ଟାଣ୍ଡ ପାଖ ଅର୍ବାନ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ଭିତରୁ  ବ୍ୟାଙ୍କ ଜଳୁଥିବାବେଳେ ବାହାରଥିଲା ଧୂଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ କରିବାରେ ସଫଳ ହୋଇଛି ।…
Read More...

ପୁରୀ ବୁଲିବାକୁ ଆସିବା ସମୟରେ ବସ୍ ରେ ତୀର୍ଥଯାତ୍ରୀ ବସ୍ ରେ ଲାଗିଲା ନିଆଁ

ବ୍ୟୁରୋ : ତୀର୍ଥ ପାଇଁ ପୁରୀ ଆସୁଥିବା ସମୟରେ ବସ୍ରେ ନିଆଁ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ନାଳଙ୍ଗ ଛକ ନିକଟରେ ଘଟିଛି । ବସରେ ଥିବା ପଛ କମ୍ପ୍ରେସରରେ ଲାଗିଥିବା ସୂଚନା ମିଳିଛି । ଏହି ତୀର୍ଥଯାତ୍ରୀ ବସ୍ ଟି ବାଲେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ଜଣାପଡିଛି । ସୂଚନା ଯୋଗ୍ୟ…
Read More...

ଭୁବନେଶ୍ୱର ପଟିଆ ଛକ ନିକଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ୱର ପଟିଆ ଛକ ନିକଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଭୟଙ୍କର ଭାବେ ନିଆଁ ଲାଗିଥିଲା। ପ୍ରାୟ ୪୫ ମିନିଟ୍ ର ଅପରେସନ୍ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ସୁରକ୍ଷିତ…
Read More...

ବ୍ୟାଟେରୀ ବିସ୍ଫୋରଣ ହେତୁ ନୋଏଡା ଡାକ୍ତରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୋଏଡାର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ନୋଏଡା ହସ୍ପିଟାଲର ଇନଭର୍ଟର (ୟୁପିଏସ୍)ର ବ୍ୟାଟେରୀ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଆଠଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ…
Read More...

ହୋଟେଲରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬ ମୃତ, ୨୦ ଆହତ

ପାଟନା : ବିହାରର ରାଜଧାନୀ ପାଟନାରେ ଭୟଙ୍କର ଅଗ୍ନିକାଣ୍ଡ । ସେଠାରେ ରେଳ ଜଙ୍କସନ ନିକଟସ୍ଥ ଏକ ହୋଟେଲରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରାୟ ୬ ଜଣଙ୍କର ଜୀବଦ ଯାଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୩ ଜଣ ମହିଳା…
Read More...

ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖରା ଘର ସହ ଆସବାବପତ୍ର

ପୁରୀ / ଜୟନ୍ତ କୁମାର ସେଠି : ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖର ଘର । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସୁଜନପୁର ପଂଚାୟତର ଗୌରଦେଇପୁର ଦଳିତ ସାହିରେ । ତେବେ ଏହି ଅଗ୍ନିକାଣ୍ଡଟି ଇଲେକ୍ଟ୍ରିକ ସର୍ଟସର୍କିଟ ଯୋଗୁଁ ଘଟିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡ ଘଟି ୮ ବଖରା ଘର…
Read More...

ତାଳଚେର NTPC ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ତାଳଚେର: ତାଳଚେର NTPC ପ୍ଲାଣ୍ଟରେଭୟଙ୍କର ଅଗ୍ନିକାଣ୍ଡ । କନଭେୟର ବେଲ୍ଟରେ ଲାଗିଲା ନିଆାଁ । ଖବାର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ତେବେ ଏହି ନିଆଁ ୩୦ରୁ ୪୦ ମିନିଟ ଧରି ଲାଗି ଥିବା କୁହାଯାଉଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ…
Read More...

ରାୟପୁରର ବିଦ୍ୟୁତ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ଛତିଶଗଡ : ଛତିଶଗଡ ରାଜଧାନୀ ରାୟପୁରରେ ଆଜି ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ –ଡିଭିଜନ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟାବହ ରହିଛି ଯେ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଉଛି । ଏପଟେ ଜୋରଦାର ବିସ୍ଫୋରଣ ସହିତ ନିଆଁ…
Read More...

ଲ୍ୟାଣ୍ଡି କରିବା ସମୟରେ ବିମାନରେ ଅଗ୍ନିକାଣ୍ଡ

ଟୋକିଓ : ବିମାନରେ ଅଗ୍ନୀକାଣ୍ଡ । ଜାପାନରେ ଲ୍ୟାଣ୍ଡ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯିଇଛି । ଏହି ଘଟଣା ଟୋକିଓ ବିମାନବନ୍ଦରରେ ଘଟିଥିବା କୁହାଯାଉଛି । ଦୁର୍ଘଟଣା କେଉଁ କାରଣରୁ ହୋଇଛି , ସେନେଇ ବତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ଏନେଇ ‘ ଏନ ଲଚ କେ ‘…
Read More...

ଇଲେକ୍ଟ୍ରୀ ସଟସର୍କିଟରୁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ

ପୁରୀ : ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ। ଇଲେକ୍ଟ୍ରୀ ସଟସର୍କିଟରୁ ପ୍ରଥମ ମହଲାରେ ହୋଇଛି ଅଗ୍ନିକାଣ୍ଡ। କଲେଜର ପିଜି ଡିପାର୍ଟମେଣ୍ଟର ଅର୍ଥନୀତି ବିଭାଗରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ସଂନ୍ଧ୍ୟା ସମୟରେ ଘଟିଥିଲା ଏଭଳି ଅଘଟଣ।…
Read More...