କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ
କଣ୍ଟାବାଞ୍ଜି : ପୁଣି ଟ୍ରେନ ଦୁର୍ଘଟଣା । ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ଜଳିଗଲା କୋଇଲା ବୋଝେଇ ଟ୍ରେନ । କଣ୍ଟାବାଞ୍ଜି ତୁରେଇକେଲା ନିକଟରେ ଘଟିଛି ଏଭଳି ଅଘଟଣ । ଟ୍ରେନଟି ରାୟପୁରରୁ ବିଶାଖାପାଟଣା ଯାଉଥିବା ସମୟରେ । ତୁରେଇକେଲା ନିକଟରେ ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ…
Read More...
Read More...