Browsing Tag

fire caught

ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗରେ ଲାଗିଲା ନିିଆଁ । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ନିଆଁ ଲାଗିବା ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଠାରୁ ଆରମ୍ଭ କରି ବିଭିନ୍ନ…
Read More...

ଦିଲ୍ଲୀ: ରବର ଗୋଦାମରେ ନିଆଁ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଦିଲ୍ଲୀ ସିରସପୁର ସ୍ଥିତ ଏକ ରବର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଆଜି ସକାଳେ ଘଟିଛି । ଗୋଦାମରେ ନିଆଁ ଲାଗିବାରୁ ସାରା ଅଂଚଳ ଧୁଆଁରେ ଭରି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ୨୬ଟି ଦମକଳ…
Read More...