ରାଜଧାନୀରେ ଆଉ ଏକ ଅଘଟଣ : ଦୋକାନରେ ନିଆଁ ଲାଗି ୬ ଆହତ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରୁ କ୍ରମାଗତ ଭାବରେ କିଛି ନା କିଛି ଅଘଟଣର ଖବର ଆସୁଛି । ଦୁଇ ଦିନ ପୂର୍ବରୁ ଓଲ୍ଡ ରାଜେନ୍ଦ୍ର ନଗରରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ଆସିଥିଲା, ଆଉ ଏବେ ରାଜଧାନୀର INA ମାର୍କେଟରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀର INA …
Read More...
Read More...