ଆଇଆଇଟି ଖଡ଼ଗପୁରରେ ଭୟଙ୍କର ଅଗ୍ନିକାଣ୍ଡ
ଖଡଗପୁର: ଖଡଗପୁର ଆଇଆଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ଏଲବିଏସ୍ ହଲର କମନ୍ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଜିନିଷ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍ ସର୍ଟ…
Read More...
Read More...