ଯାଜପୁରରେ ଭୟଙ୍କର ଅଗ୍ନିକାଣ୍ଡ; ଘରେ ନିଆଁ ଲାଗି ପରିବାରର ଚାରି ଜଣ ମୃତ
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଛାତିଥରା ଦୁଃଖଦ ଦୁର୍ଘଟଣା । ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ନଳିପୁର ଗାଁରେ ଶନିବାର ରାତିରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଶିଶୁଙ୍କ ସମେତ ଗୋଟିଏ ପରିବାରର ଅନ୍ତତଃ ଚାରି ଜଣ ସଦସ୍ୟ ଜଳି ମୃତ୍ୟୁବରଣ କରିଛନ୍ତି।…
Read More...
Read More...