Browsing Tag

fire accident

‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ, ବ୍ୟାଟେରୀରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏକ ଇଲେକ୍ଟ୍ରିକ୍ (EV) ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଲଗାତାର ଦୁଇ ଦିନରେ ଦୁଇଟି ବସ୍‌ରେ ଅଗ୍ନିକାଣ୍ଡ ଘଟଣା…
Read More...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ଇଣ୍ଡୋନେସିଆ…
Read More...

ଭୁବନେଶ୍ବର ସତ୍ଯ ବିହାର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଆପାର୍ଟମେଣ୍ଟ

ଭୁବନେଶ୍ଵର: ଭୁବନେଶ୍ବର ସତ୍ଯ ବିହାର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ଚାହୁଁ ଚାହୁଁ ଆଖି ପିଛୁଳାକେ ଲାଗିଲା ନିଆଁ। ଆପାର୍ଟମେଣ୍ଟ ଦେଖି ଛାନିଆ ହୋଇଗଲେ ଲୋକେ । ସୂଚନାଯୋଗ୍ଯ ଯେ କିଛି ଦିନ ଆଗରୁ ଭୁବନେଶ୍ବରରେ ଥିବା ସତ୍ଯବିହାର ଅଞ୍ଚଳରେ ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ ସାମ୍ନାକୁ…
Read More...

ଗୋଆ ନାଇଟ୍ କ୍ଲବରେ ବଡ଼ ବିସ୍ଫୋରଣ, ଗଲା ୨୫ ଜୀବନ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ (ଡିସେମ୍ବର ୬, ୨୦୨୫) ଉତ୍ତର ଗୋଆର ଅରପୋରା ଗାଁରେ ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୋଆ ପୋଲିସ ମୁଖ୍ୟ ଆଲୋକ କୁମାର ପିଟିଆଇକୁ କହିଛନ୍ତି ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ…
Read More...

ବାଂଲାଦେଶର ଢାକା ବିମାନବନ୍ଦରର କାର୍ଗୋ ଟର୍ମିନାଲ୍‌ରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ବାଂଲାଦେଶର ଢାକା ବିମାନବନ୍ଦରର କାର୍ଗୋ ଟର୍ମିନାଲ୍‌ରେ ଲାଗିଲା ନିଆଁ। ସାମୟିକ ଭାବେ ବିମାନ ଚଳାଚଳ ବାତିଲ୍।ନିଆଁ ଲିଭାଇବାକୁ ଅଗ୍ନିଶମ ଟିମ୍‌ର ଉଦ୍ୟମ ଜାରି । ବାଂଲାଦେଶର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି।…
Read More...

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ରାଜସ୍ଥାନ: ସବାଇ ମାନସିଂ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଟ୍ରମା କେୟାର୍ ସେଣ୍ଟର ଆଇସିୟୁରେ ପ୍ରଥମେ ଲାଗିଥିଲା ନିଆଁ । ନ୍ୟୁରୋ ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ । ୨ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ, ୫ ଗୁରୁତର ସୂଚନା । ମଧ୍ୟରାତ୍ରରେ ICU ଷ୍ଟୋର ରୁମ୍‌ରୁ ସର୍ଟ…
Read More...

MKCGରେ ଅଗ୍ନିକାଣ୍ଡ : କିଛି କର୍ମଚାରୀ ଅସୁସ୍ଥ

ବ୍ରହ୍ମପୁର: MKCG ମେଡିକାଲ୍‌ ରୋଗ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ । AC ସର୍ଟସର୍କିଟ୍‌ରୁ ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଥିଲା ନିଆଁ । ବାୟୋ କେମିଷ୍ଟ୍ରୀ ବିଭାଗର ବିଭିନ୍ନ ରସାୟନ ପଦାର୍ଥ…
Read More...

ଅନୁପମା ସୁଟିଂ ସେଟରେ ନିଆଁ, କାରଣ ଅସ୍ପଷ୍ଟ

ମୁମ୍ବାଇ: ମୁମ୍ବାଇର ସୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ  । ଗୋରେଗାଓଁ ଫିଲ୍ମ ସିଟି ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି  । ପ୍ରସିଦ୍ଧ ଟିଭି ରିୟଲିଟି ଶୋ 'ଅନୁପମା'ର ସୁଟିଂ ସେଟ୍‌ ଜଳିପୋଡି ପାଉଁଶ ହୋଇଯାଇଛି  । ତେବେ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି…
Read More...

ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଲା ନିଆଁ

ଛତିଶଗଡର କୋରବା ଠାରୁ ବିଶାଖାପାଟଣାରେ ପହଞ୍ଚିଥିବା ଟ୍ରେନ୍ କୋଚରେ କୋରବା ଏକ୍ସପ୍ରେସ (୧୮୫୧୭)ରେ ଆଜି ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଟ୍ରେନ୍ କୋରବା ଠାରୁ ତିରୁମାଲା ଅଭିମୁଖେ ବାହାରିଥିଲା । ଷ୍ଟେସନରେ ଟ୍ରେନ୍ ଅଟକି ଥିବା ବେଳେ ହଠାତ୍ ନିଆଁ ଲାଗିଗଲା । ବିଶାଖାପାଟଣା…
Read More...

ଅଗ୍ନିକାଣ୍ଡ ଘଟି ୬ ବଖରା ଘର ସମେତ ଜିନିଷ ପତ୍ର ଭସ୍ମୀଭୂତ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁରୁଜଙ୍ଗା ପଞ୍ଚାୟତର ୪ ନମ୍ବର ଓ୍ୟାର୍ଡର ପ୍ରଫୁଲ୍ଲ ଘଡେ଼ଇ, ହୃଷିକେଶ ଘଡେ଼ଇ ଓ ଗୈାରାଙ୍ଗ ଘଡେ଼ଇଙ୍କ ଘରେ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ସମେତ ଘରେ ଥିବା ସମସ୍ତ ଜିନିଷ ପତ୍ର ଭସ୍ମୀଭୂତ ହୋଇଯାଇଛି। ରୋଷେଇ କରୁଥିବା…
Read More...