ଚତୁର୍ଥ ଦିନିକିଆରେ ଫିନ୍ ଆଲେନଙ୍କୁ ଆଉଟ୍ କରିବା ପାଇଁ ରୋହିତ ଶର୍ମା ଧରିଲେ ଚମତ୍କାର ଡାଇଭିଂ କ୍ୟାଚ୍
ମାଉଣ୍ଟ ମାଉନଗାନୁଇ: ନଭେମ୍ବର ୧୩, ଶୁକ୍ରବାର ଦିନ ମାଉଣ୍ଟ ମାଉନଗାନୁଇର 'ବେ ଓଭାଲ' (Bay Oval) ଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୩୧ତମ ଓଭରରେ ଅକ୍ଷର ପଟେଲଙ୍କ…
Read More...
Read More...