ଆସନ୍ତାକାଲି ୧୦.୩୦ ଯାଏଁ ଗୃହକୁ ମୂଳତବି ରଖିଲେ ବାଚସ୍ପତି
ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ପୁଣି ଅଚଳ ହୋଇଛି ବିଧାନସଭା। ଆସନ୍ତାକାଲି ୧୦.୩୦ ଯାଏଁ ଗୃହକୁ ମୂଳତବି ରଖିଲେ ବାଚସ୍ପତି | ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଛନ୍ତି। ପରେ ଏଭଳି ନିଷ୍ପତି ନେଇଛନ୍ତି…
Read More...
Read More...