ଜମିହରା କୄଷକ ଏକତା ମଞ୍ଚ ପକ୍ଷରୁ ରାସ୍ତା ରୋକ
(ପ୍ରଶାନ୍ତ ସ୍ୱାଇଁ): ନିଯୁକ୍ତି ଦାବି ନେଇ ତୈଳବିଶୋଧନାଗାର ଅଧିନରେ ପଲିପ୍ରକଲିନ୍ କାର୍ୟ୍ୟ କରୁଥିବା ଏକ ଚାଇନା କମ୍ପାନୀ ବିରୁଦ୍ଧରେ ୧୭୫୨ ଜମିହରା ପରିଵାର ସ୍ଥାନୀୟ ରଙ୍ଗିଆଗଡ଼ ଛକ ନିକଟରେ ରାସ୍ତା ରୋକ କରିଛନ୍ତି । ପାରାଦୀପ ରେ ଏହି ଵୄହତ ପ୍ରକଳ୍ପ ପାଇଁ ଏହି ଅଞ୍ଚଳର ପ୍ରାୟ ଲୋକେ…
Read More...
Read More...