Browsing Tag

farmer

ଆସନ୍ତାକାଲି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଆଉ ଗୋଟିଏ କିସ୍ତି

ନୂଆଦିଲ୍ଲୀ- ସୋମବାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। କେନ୍ଦ୍ର ସରକାର ପଠାଇବେ ଏହି ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତା କାଲି ଚାଷୀ ଭାଇ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ । ଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ…
Read More...

ଟ୍ରାକ୍ଟର ଚଳାଇ ସଂସଦ ପହଞ୍ଚଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ): କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ଆଇନକୁ ବିଗତ କିଛି ମାସ ଧରି କୃଷିକ ନେତା ଓ ବିରୋଧି ଦଳ ମାନଙ୍କ ତରଫରୁ ଏହାକୁ ତୀବ୍ର ଭାବେ ବିରୋଧ ହୋଇଆସୁଛି । ସୋମବାର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ…
Read More...

କୃଷକ ମାନେ ସରକାରକୁ ଉଚିତ୍ ଶିକ୍ଷା ଦେବା ଜାଣିଛନ୍ତି

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଭାରତୀୟ କୃଷକ ସଂଘର ନେତା ରାକେଶ ଟିକୈତ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି । ରାକେଶ ଟିକୈତ ଶନିବାର ଏକ ଟୁଇଟର ଜରିଆରେ କେନ୍ଦ୍ର ସରକାରଙ୍କୁ ଚେତାଇଛନ୍ତି । ମୂକ ବଧିର କେନ୍ଦ୍ର ସରକାରଙ୍କୁ ନିଦରୁ ଉଠାଇବା ପାଇଁ କୃଷକ ସଂସଦ ଚଲାଇବା ଜାଣିବା ସହିତ କୃଷକ…
Read More...

୧୦୦ ଜଣ କୃଷକ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

ନୁଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) କିଛି ଘଣ୍ଟା ପୁର୍ବରୁ ସୁପ୍ରମିକୋର୍ଟଙ୍କ ଦ୍ୱାରା ଦେଶଦ୍ରୋହ ଆଇନ ୧୨୪-କ ଧାରାକୁ ଅନେକ ତଦନ୍ତକାରୀ ସଂସ୍ଥା ଅପବ୍ୟବହାର କରୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ୧୦୦ ଜଣ କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ବ୍ରିଟିଶ ସରକାରଙ୍କ…
Read More...

ଓଡିଶାର କୃଷକ ମାନଙ୍କ ପାଇଁ ଗୁଜୁରାଟରୁ ଆସିଲା ନାନୋ ୟୁରିଆ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଗୁଜରାଟର କାଲୋଲ କାରଖାନାରୁ ଓଡ଼ିଶାର ଭୁବନେଶ୍ୱରକୁ ନାନା ୟୁରିଆ (ତରଳ) ବୋଝେଇ ଟ୍ରକ ପଠାଯାଇଛି । ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ୟୁରିଆ ବୋଝେଇ ଟ୍ରକକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ନାନୋ ୟୁରିଆ ବ୍ୟବହାର କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା…
Read More...

ତେଜିଲା କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କୌଣସି ପରିସ୍ଥିତିରେ କେନ୍ଦ୍ର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୁରୁବାର ଏନେଇ ସୂଚନା ଦେବାପରେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯଦି…
Read More...

ପୁଣି ତେଜିଲା କୃଷକ ଆନ୍ଦୋଳନ

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦେଶରେ ପୁଣି ତେଜିଲା କୃଷକ ଆନ୍ଦୋଳନ । ମୋଦି ସରକାରଙ୍କ ନେତୃତ୍ୱରେ ଆସିଥିବା ନୂଆ କୃଷି ଆଇନ ବିରୋଧରେ କୃଷକ ମାନେ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଦେଶରେ ଅନେକ ସ୍ଥାନରେ ଚାଷୀ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସମସ୍ତ ରାଜ୍ୟପାଳ, କେନ୍ଦ୍ର…
Read More...

ବିଜୁ କୃଷକ ଜନତା ଦଳର ସଭାପତି ହେଲେ ପ୍ରସନ୍ନ ଓ ମହାସଚିବ ହେଲେ ପ୍ରତାପ

(ରିପୋର୍ଟସ ଟୁୁଡ଼େ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ପ୍ରସନ୍ନଙ୍କୁ ବିଜୁ କୃଷକ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜୁ କୃଷକ ଜନତା ଦଳର ମହାସଚିବ ଭାବେ…
Read More...

ଦାନାନ ଶ୍ରମିକଙ୍କ ପାଇଁ ଉଦାହରଣ ପାଲଟିଲେ ଲେମ୍ବୁଚାଷୀ କୁମୁଦ ପ୍ରଧାନ

(ଜଗନ୍ନାଥ ଅଗ୍ରୱାଲ): ଶିଳ୍ପ ଓ ଖଣି ବହୁଳ ଅନୁଗୋଳ ଜ଼ୀଲ୍ଳାରେ ଯୁବକମାନେ ମାତ୍ର ମାସିକ ପ୍ରାୟ ୩ ହଜାର ଟଙ୍କା ଦରମା ପାଇଁ ଗାଁ ଛାଡୁ ଥିବାବେଳେ , ବନ୍ତଳା ଅଂଚଳର ଜଣେ ଚାଷୀ ଲେମ୍ବୁ ଚାଷ କରି ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କ ପାଇଁ…
Read More...

ଫସଲ ଖାଉଛି ପୋକ , ଚିନ୍ତାରେ ଚାଷୀ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ସିମିଳି ଓ ଅଣସର ଗ୍ରାମ ପଞ୍ଚାୟତ ରେ ହେକ୍ଟର ହେକ୍ଟର ଧାନ ଫସଲରେ ପୋକ ଯୋଗୁଁ ଫସଲ ନଷ୍ଟ ହେଉଛି । ଚାଷୀ ଏବେ ଚିନ୍ତାରେ କେମିତି କରିବେ ପରିବାର ର ଭରଣପୋଷଣ । ଧାନ ଫସଲ କରିବାକୁ ହଜାର ହଜାର ଟଙ୍କା ବ୍ୟାଙ୍କ୍ ରୁ ରୁଣ ଆଣିଥିଲେ ।…
Read More...