STF ଜବତ କଲା ୪୧ ହଜାର ଟଙ୍କାର ଜାଲ ନୋଟ
ଭୁବନେଶ୍ୱର: ବିଡ଼ା ବିଡ଼ା ଜାଲ ନୋଟ । ଏସଟିଏଫ ଜାଲରେ ଜାଲ ନୋଟ ରାକେଟ । ଥାକ ମାରି ଥୁଆ ହୋଇଛି ୪୧ଲକ୍ଷ ୧୬ ହଜାର ଟଙ୍କାର ଫୋକ ନୋଟ । ଶନିବାର ସୋନପୁରରେ ଚଢାଉ ବେଳେ ଏସଟିଏଫ ହାତରେ ଧରାପଡିଛି ୪୧ଲକ୍ଷ ୧୬ ହଜାର ଜାଲ ନୋଟ । ଘଟଣାରେ ଜଣେ ଅଭିଯୁକ୍ତ ସୋନପୁରର ଦୀପକ ମେହେରଙ୍କୁ ଗିରଫ କରାଯାଇଛି…
Read More...
Read More...