ଭାରତୀୟ ବାୟୁସେନାର ଜଣେ ମହିଳା ପାଇଲଟଙ୍କୁ ବନ୍ଦୀ କରିଥିବା କଥା ଗୁଜବ ପ୍ରଚାର କରୁଛି ପାକିସ୍ତାନ
ନୂଆଦିଲ୍ଲୀ-: ଭାରତର ଅପରେଶନ ସିନ୍ଦୁର ପରେ ପାକିସ୍ତାନୀ ସେନାରେ ଆତଙ୍କ ଖେଳିଯାଇଛି। ଫଳରେ ସେମାନେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି ଏବଂ ପାକିସ୍ତାନ ସୋସିଆଲ ମିଡିଆରେ ନିରନ୍ତର ମିଥ୍ୟା ପୋଷ୍ଟ କରି ଗୁଜବ ପ୍ରସାର କରିବାକୁ ଚେଷ୍ଟା କରୁଛି। ଗୋଟିଏ ଭାରତର ଏୟାର ଡିଫେନ୍ସ ସିଷ୍ଟମ…
Read More...
Read More...