ଫସିଗଲେ ଫେସବୁକ ସୁନ୍ଦରୀ
ଭୁବନେଶ୍ୱର: ରାଜଧାନୀରେ ଧରା ପଡୁଛନ୍ତି ଗୋଟିଏ ପରେ ଗୋଟିଏ ଆଞ୍ଜେଲ ପ୍ରିୟା । ଫେସବୁକରେ ଚଳାଇଛନ୍ତି ନିଜର କଳାଯାଦୁ । ଯୁବକଙ୍କୁ ଫସାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହିଭଳି ଆଉ ଜଣେ ଆଞ୍ଜେଲ ପ୍ରିୟାଙ୍କୁ ଗିରଫ କରିଛି ପୋଲିସ ।
ରାଜଧାନୀ ଭୁବନେଶ୍ୱରରେ ଏବେ ମାତିଛନ୍ତି ଆଞ୍ଜେଲ…
Read More...
Read More...