Browsing Tag

EXCISE

ଫେବୃଆରୀ ୧ରୁ ପାନ୍ ମସଲା, ସିଗାରେଟ୍, ତମାଖୁ ମହଙ୍ଗା

ନୂଆଦିଲ୍ଲୀ: ଏହି ଖବର ସିଗାରେଟ୍ ପିଉଥିବା ଲୋକ ଏବଂ ପାନ ମସଲା ଗ୍ରାହକଙ୍କ ପାଇଁ ଏକ ବଡ଼ ଝଟକା ହୋଇପାରେ। କେନ୍ଦ୍ର ସରକାର ୧ ଫେବୃଆରୀ, ୨୦୨୬ ଠାରୁ ସିଗାରେଟ୍ ଉପରେ ଉତ୍ପାଦ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାତିରେ ସରକାରଙ୍କ ଦ୍ୱାରା ଏକ ସରକାରୀ ନିର୍ଦ୍ଦେଶ ଜାରି…
Read More...

ନିଶାମୁକ୍ତ ହେବ ରାଜଧାନୀ, ଆରମ୍ଭ ହେବ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ

ଭୁବନେଶ୍ଵର: ମାଦକ ଦ୍ରବ୍ୟ ସେବନ ଚୋରା ଚାଲାଣ ଓ ବିକ୍ରି ଉପରେ ଲାଗିବ ଅଙ୍କୁଶ । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ । ଏନେଇ ଗତକାଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବର ସମେତ…
Read More...

ମଦ ବେପାରୀ ଗିରଫ୍

ରାଜ୍ୟର ରାଜଧାନୀରେ ଖୁଲମ୍ ଖୁଲା ଚାଲିଛି ଦେଶୀ ମଦ ବ୍ୟବସାୟ । ଆଜି ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ,୧୦୦୦ଲିଟର ଦେଶୀ ମଦ ସହିତ ୩ହଜାର ୫୦୦ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ।ଆଜି ସକାଳ ସମୟରେ ଭୁବନେଶ୍ୱର ସାଲିଆ ସାହିର ବିଭିନ୍ନ ବସ୍ତିରେ ମିଳିତ ଚଢାଉ…
Read More...

ମାଡିଗଲା ସରକାରୀ ଗାଡି

ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ସିରିଜ୍ ଦୂର୍ଘଟଣା ଘଟିଯାଇଛି । ଅବକାରୀ ଗାଡି ନଂ ଓଡି ୦୭ଏଏଚ ୯୨୫୬ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି ।ସେହି ଗାଡିଟି ଦୂର୍ଘଟଣା ଘଟେଇଛିାଏହି ଗାଡିଟିକୁ ଧରି ହୁମ୍ବର ଗାଁର ଡ୍ରାଇଭର ଅଶୋକ ଜେନା ଅବକାରି କାର୍ଯ୍ୟାଳୟକୁ…
Read More...

କାଲିଠୁ ରାଜ୍ୟରେ ଅନଲାଇନରେ ମିଳିବ ମଦ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପାଇଁ ରାଜ୍ୟରେ ସବୁ ମଦ ଦୋକାନ ବନ୍ଦ ରହିଛି । ଲକ୍‌ଡାଉନ୍‌ ସମୟରେ ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ଡେଲିଭରିକୁ ଅନୁମତି ଦେଇଛନ୍ତି । ତେଣୁ ଦୋକାନ ନ ଖୋଲି ବେପାରକୁ ଅନ୍‌ଲାଇନ୍‌ ଯୋଗେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ…
Read More...