Browsing Tag

EXAM

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ରେକର୍ଡ ସୃଷ୍ଟି କରିଛି ଜଗତସିଂହପୁରର ପ୍ରମୁଖ ଶିକ୍ଷାଅନୁଷ୍ଠାନ ସ୍କଲାର ଏକାଡେମୀ । ଚଳିତବର୍ଷ ପରୀକ୍ଷାରେ ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ର ଓମପ୍ରକାଶ ସ୍ବାଇଁ ଯୁକ୍ତଦୁଇ ବିଜ୍ଞାନରେ ସମୁଦାୟ ୬୦୦ ନମ୍ବରରୁ ୫୮୭ ନମ୍ୱର ରଖି ଜଗତସିଂହପୁର ଜିଲ୍ଲା ଟପର…
Read More...

ଆଜି ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ୍, ପରୀକ୍ଷା ଦେବେ ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ଵର: ଆଜି ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ୍ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା । ମୋଟ୍ ୪୫୨ଟି ସେଣ୍ଟର, ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ଦୁଇଟି ସିଟିଂରେ ଅନୁଷ୍ଠିତ ହେବ OTET । ସକାଳ ୯ରୁ ସାଢେ ୧୧ଟା ପ୍ରଥମ ସିଟିଂ ପରୀକ୍ଷା ।…
Read More...

ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଭୁବନେଶ୍ଵର: ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା । ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ବିଜ୍ଞପ୍ତି । OSSSC ପକ୍ଷରୁ ପରୀକ୍ଷା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି । ପୂର୍ବରୁ ଏହି ପରୀକ୍ଷାର…
Read More...

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ଓଜେଇଇ-୨୦୨୫ ପରୀକ୍ଷା ଫଳ ଘୋଷଣା କରିଛି

ଭୁବନେଶ୍ୱର-: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ଓଜେଇଇ-୨୦୨୫ ପରୀକ୍ଷା ଫଳ ଘୋଷଣା କରିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଜେଇଇ-୨୦୨୫ ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ojee.nic.in ୱେବସାଇଟରେ ପରୀକ୍ଷା…
Read More...

ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା

ନୂଆଦିଲ୍ଲୀ-: ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ୨ଟି ସିଟିଂରେ ପରୀକ୍ଷା କରିବାକୁ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ…
Read More...

ସୁରକ୍ଷା ଦୃଷ୍ଟିରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପ୍ରକାଶ ପାଉଥିବା ବେଳେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ । ଦେଶର ୧୨ ସହରରେ ସୁରକ୍ଷା ଦୃଷ୍ଟିରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ଇଣ୍ଡିଆ ଚାଟାର୍ଡ…
Read More...

ଏବର୍ଷ ହେବନି ଯୁକ୍ତ ୩ ଓ ପିଜି ସେମିଷ୍ଟର ପରୀକ୍ଷା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଯୁକ୍ତ ୩ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବନାହିଁ । ସେହିପରି ପିଜି ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ମଧ୍ୟ ହେବନାହିଁ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର…
Read More...

ଲକଡାଉନ ପରେ ହେବ ବାକିଥିବା +୨ ପରୀକ୍ଷା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପରେ ହେବ ବାକିଥିବା +୨ ପରୀକ୍ଷା । ପରୀକ୍ଷା କରିବାକୁ ପୁରା ପୁରି ପ୍ରସ୍ଥୁତ ଅଛି ଗଣଶିକ୍ଷା ବିଭାଗ । ଖାଲି ସରକାରଙ୍କ ନିର୍ଦ୍ଦେଶକକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଲକଡାଉନ କାରଣରୁ +୨ ପରୀକ୍ଷା…
Read More...