Browsing Tag

EOW crime branch

ଠକେଇ ଗୁମର ଖୋଲିବା ପରେ ବନ୍ଧା ହେଲେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ୱର: ଠକେଇ ତାଲିକାର ଗୁମର ଖୋଲିବା ପରେ ବନ୍ଧା ହେଲେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ । ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧିକ ଶାଖା ।ଇଓଡବ୍ଲୁ ଓ କମିଶନରେଟ ପୋଲିସରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ରହିଛି ୪ଟି ମାମଲା । ୬ ଘଣ୍ଟାର…
Read More...

୨ କୋଟି ଠକେଇ ଅଭିଯୋଗରେ ୨ ଠକ ଗିରଫ, ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର: ୨ କୋଟି ଠକେଇ ଅଭିଯୋଗରେ ୨ ଜଣ ଠକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ତେବେ ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ରାକେଶ କୁମାର ପାଣ୍ଡେ ଓ ସର୍ମନ ସିଂ ତୋମାର। ଉଭୟଙ୍କୁ ମୁମ୍ବାଇରୁ ଗିରଫ କରିଛି ଇଓଡବ୍ଲ୍ୟୁ। ତେବେ ମୁମ୍ବାଇରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ…
Read More...