ସମାନ ରଙ୍ଗ ପୋଷାକ ପିନ୍ଧି ଝଗଡା ଲାଗିଲେ ସାରା ଓ ରାଖୀ
ମୁମ୍ବାଇ: ସାରା ଅଲି ଖାନ୍ ଏବଂ ବିକି କୌଶଲ ଏବେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜରା ହାଟକେ ଜାରା ବାଚକେ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସାରା ଓ ବିକି ସୋସିଆଲ ମିଡିଆରେ ମଜାଦାର ଭିଡିଓ ସେୟାର କରି ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ବଢାଇବାକୁ ଚେଷ୍ଟା କରିଛନ୍ତି।…
Read More...
Read More...