ପୋଷାକ ପାଇଁ ଟ୍ରୋଲ ହେଲେ ଶିଳ୍ପା
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ବଡି ଫିଟନେସ ଓ ଫେସନକୁ ନେଇ ଚର୍ଚ୍ଚରେ ରୁହନ୍ତି ।ବଲିଉଡର ଜଣେ ଆଗଧାଡିର ଫିଟ ଅଭିନେତ୍ରୀଭାବେ ପରିଗଣିତ ହୁଅନ୍ତି । ନିକଟରେ ଶିଳ୍ପା ଏକ ପୁରସ୍କାର ଉତ୍ସପରେ ଯୋଗ ଦେଇଥିଲେ ।ଏହି ସମାରୋହରେ ଶିଳ୍ପା ବେଶ୍ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ…
Read More...
Read More...