ଓଡ଼ିଶା ଅଗ୍ନିଶମ ସେବା ସହ ଯୋଡ଼ିହେଲା ଜରୁରୀକାଳୀନ ସେବା
ଭୁବନେଶ୍ୱର : ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାଁ । ଓଡ଼ିଶା ଅଗ୍ନିଶମ ସେବା 'ଆନୁଷ୍ଠାନିକ ଭାବେ' ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନାମରେ ନାମିତ ହୋଇଛି । ଏନେଇ ଗେଜେଟ ବିଜ୍ଞପ୍ତି ବିଧିବଦ୍ଧ ଭାବେ ଜାରି ହୋଇଛି । ଏଣିକି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାଁରେ ଏହା ନାମିତ…
Read More...
Read More...