ଯମୁନା ନଦୀ କୂଳରେ ଖୋଲିଛ ହାତୀଙ୍କ ପାଇଁ ଦେଶର ପ୍ରଥମ ଡ଼ାକ୍ତରଖାନା
( ରିପୋର୍ଟସ ଟୁଡ଼େ): ଐତିହାସିକ ଯମୂନା ନଦୀ କୂଳରେ ଖୋଲିଛି କେବଳ ହାତୀଙ୍କ ପାଇଁ ଦେଶର ପ୍ରଥମ ଡାକ୍ତରଖାନା। ଉତ୍ତରପ୍ରଦେଶର ପୌରାଣିକ ସହର ମଥୁରାରେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ହାତୀଙ୍କ ହସ୍ପିଟାଲ୍ ଗତ ଶୁକ୍ରବାରରୁ କାର୍ୟ୍ୟକ୍ଷମ ହୋଇଛି। ହିନ୍ଦୁ ଧର୍ମର ଏକ…
Read More...
Read More...