Browsing Tag

elephant death in odisha

ଖାଦ୍ୟ ପାଇଁ ଗାଁକୁ ପଶିଲା ଦନ୍ତା ହାତୀ: ଲୋକେ ଭୟଭୀତ

ଉଦଳା: ଗ୍ରାମରେ ଆତଙ୍କ ଖେଳାଉଛି ଦନ୍ତା ହାତୀ | ଉଦଳା ରେଞ୍ଜ କୁଆମରା ବଡ଼ବଦା ଗ୍ରାମରେ ଏକ ଦନ୍ତା ହାତୀ ପଶିଯିବାରୁ ଗ୍ରାମର ଲୋକେ ଏବେ ଆତଙ୍କିତ | ଆଜି ସକାଳୁ ଗ୍ରାମ ରାସ୍ତାରେ ଏକ ଦନ୍ତା ହାତୀକୁ ଦେଖି ଗାଁ ଲୋକେ ଭୟଭୀତ ହୋଇ ଯାଇଥିଲେ | ପରେ ଗାଁର ଲୋକମାନେ ଉଦଳା ବନ ବିଭାଗକୁ ଏନେଇ ଖବର…
Read More...

ଶେଷରେ ଜୀବନ ସଂଗ୍ରାମରେ ହାରିଗଲା ପୋଖରୀ ଭିତରେ ଫସିଥିବା ଦନ୍ତା ହାତୀ

ସମ୍ବଲପୁର: ଅସୁସ୍ଥ ହାତୀର ମୃତ୍ୟୁ । ସମ୍ବଲପୁର ସାପଲହରାରେ ପୋଖରୀ ଭିତରେ ଫସିଥିବା ହାତୀର ମୃତ୍ୟୁ ହୋଇଛି । ଆଜି କ୍ରେନ୍ ସାହାଯ୍ୟରେ ପୋଖରୀରୁ ହାତୀକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଉଦ୍ଧାରର କିଛିସମୟ ପରେ ହାତୀର ମୃତ୍ୟୁ ହୋଇଛି । ହାତୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ବନ…
Read More...

ଦୀର୍ଘ ୮ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳି ବିଦ୍ଧ ଦନ୍ତାହାତୀ

ନରସିଂହପୁର: ଶେଷରେ ଆଖି ବୁଜିଲା ଗୁଳି ବିଦ୍ଧ ଦନ୍ତାହାତୀ । ଦୀର୍ଘ ୮ ଦିନର ସଂଘର୍ଷ ପରେ ଆଖି ବୁଜିଛି ଗୁଳିବିଦ୍ଧ ହାତୀ । ଜୟପୁର ଜଙ୍ଗଲରେ ଅସୁସ୍ଥ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଦନ୍ତା ହାତୀଟି ଶେଷରେ ମୃତ୍ୟୁ ବରଣ କରିଥିବା ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ପ୍ରଦାନ…
Read More...