ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କଲା ବନବିଭାଗ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ୨ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ । ବାଲେଶ୍ୱର ବନ ବିଭାଗ ପକ୍ଷରୁ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟଗାର୍ଡ ପ୍ରମିଳା ସେଶଙ୍କୁ ନିଲମ୍ବନ କରାଯାଇଛି । କିଛି ଦିନ ତଳେ କୁଲଡ଼ିହା ରେଞ୍ଜ୍…
Read More...
Read More...