ଦନ୍ତା ନେଲା ଜୀବନ… ଶୌଚରୁ ଫେରିବା ସମୟରେ ଦଳି ଦେଲା ଜଙ୍ଗଲୀ ହାତୀ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଛନ୍ତି। ମୃତକଙ୍କ ଜଣକ ବାଲିମି ଗାଁର ଖଜୁରିଆକଟାର ନରୋତ୍ତମ ବେହେରା ବୋଲି ଚିହ୍ନଟ କରାଯାଇଛି । ତାଙ୍କ ବୟସ ପ୍ରାୟ ୫୬ ବର୍ଷ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଭୋର ସମୟରେ ଦୁଇଜଣ ଲୋକ ଶୌଚରୁ…
Read More...
Read More...