Browsing Tag

elephant

ହାତୀ ଉପଦ୍ରବ: ଭାଙ୍ଗିଲା ଘର ଛପର, ଖାଇଲା ଧାନ ଚାଉଳ, ରଚିଲା ତାଣ୍ଡବ

ରାଇରଙ୍ଗପୁର: ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହେଲେଣି ହାତୀ  । ଅର୍ଥ ପିପାସୁ ମଣିଷ ଜୀବଜନ୍ତୁଙ୍କ ପ୍ରତି ସତେ ଯେମିତି ନିର୍ଦ୍ଦୟ ହୋଇ ପଡିଛି । ହାତୀର ବାସସ୍ଥାନରେ ଖଣି ଖାଦାନ ଯୋଗୁଁ ପରିବେଶ ନଷ୍ଟ ହେବା ସହ ଏକର ଏକର ଜଙ୍ଗଲ ଜମି ମଧ୍ୟ ନଷ୍ଟ କରାଯାଇଛି । ଯେଉଁଥିପାଇଁ ହାତୀମାନେ ଏବେ ବେଘର…
Read More...

ପେଟ୍ରୋଲ ପମ୍ପରେ ପଶିଲା ହାତୀ , ଭାଙ୍ଗିଲା ଦୋକାନ

ସମ୍ବଲପୁର: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡି ସହର ମୁହାଁ ହେଉଛନ୍ତି ଗଜରାଜ । କେତେବେଳେ ଜନବସତି ଉପରେ ହାତୀ ଆକ୍ରମଣ କରୁଛି ତ କେତେବେଳେ ରାସ୍ତା ଉପରେ ଚାଲୁଛି ଗଜରାଜ । ସେହିପରି ଗତ କାଲି ସନ୍ଧ୍ୟାରେ ସମ୍ବଲପୁରର ଜୁଯୁମୁରା ବ୍ଲକ ସଦର ବନାଞ୍ଚଳ…
Read More...

ଏସୀୟ ଖେଳ ପ୍ରତିଯୋଗିତାରେ ହାତୀ ଓ ହନୁମାନ ମାସ୍କଟ୍

ଭୁବନେଶ୍ବର:  ଭାରତୀୟଙ୍କ ଅତି ଆପଣାର ଦୁଇ ଚେହେରା ଏବେ ଦୁଇଟି ଭିନ୍ନ ଏସୀୟ ଖେଳ ପ୍ରତିଯୋଗିତାର ମାସ୍କଟ୍ ମନୋନୀତ ହୋଇଛନ୍ତି। ବୁଧବାରଠାରୁ ଥାଇଲାଣ୍ଡର ବ୍ୟାଙ୍କକରେ ଆରମ୍ଭ ହୋଇଥିବା ୨୫ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ପ୍ରଭୂ ହନୁମାନଙ୍କୁ ସ୍ଥାନିତ କରାଯାଇଥିବା ବେଳେ ଅଗଷ୍ଟ…
Read More...

ଜାମୁକେଶର ନିକଟରୁ ୫ ଜଣ ହାତୀଦାନ୍ତ ତସ୍କରୀ ଗିରଫ

ମୟୂରଭଞ୍ଜ: ଯଶିପୁର ଜାମୁକେଶର ନିକଟରୁ ୫ ଜଣ ହାତୀଦାନ୍ତ ତସ୍କରୀଙ୍କୁ ଗିରଫ କରିଛି ବନ ବିଭାଗ । ଡିଲ୍ ପାଇଁ ଯୋଜନା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ଚଢ଼ାଉ କରିଥିଲା ବନବିଭାଗ। ଚଢ଼ାଉରେ ନର୍ଥ ଜୋନ, ସାଉଥ ଜୋନ ଏବଂ ରାଇରଙ୍ଗପୁର ଡିଭିଜନର ଅଧିକାରୀ ସାମିଲ ଥିଲେ । କେବେ ଶିକାରୀଙ୍କ…
Read More...

ନନ୍ଦନକାନନ ରେ ଚନ୍ଦକା ଜଙ୍ଗଲୀ ଦନ୍ତା

ଭୁବନେଶ୍ୱର: ପ୍ରାଣୀଉଦ୍ୟାନ ର ପଛପଟ ଗେଟ ର ପାଚେରୀ ଭାଙ୍ଗି ପଶିଲା ଜଙ୍ଗଲୀ ହିଂସ୍ର ଦନ୍ତା ହାତୀ, ହାତୀ ଟି ସିଂହ ସଫାରୀ ପଛପଟେ ରହିଥିବା ବେଳେ ହାତୀ କୁ ଘଉଡ଼େଇବା ପାଇଁ ୪ଟି ବନବିଭାଗ ଟିମ ର ୪୦ଜଣ ବନ କର୍ମଚାରୀ ନିୟୋଜିତ । ଯେପରି କି ଜୁ ର କୌଣସି କ୍ଷତି ନ ପହଞ୍ଚେ ସେଥିପ୍ରତି ଗୁରୁତ୍ୱ…
Read More...

ହାତୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ର

ଭୁବନେଶ୍ୱର: ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ…
Read More...

୫ ବର୍ଷରେ ୪୧୬ ହାତୀ ମୃତ୍ୟୁ

ଭୁବନେଶ୍ୱର: ବିଧାନସଭାରେ ଶାସକ ବିରୋଧୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ହାତୀ ମୃତ୍ୟୁ ବରଣକୁ ନେଇ ଶାସକ ଦଳକୁ ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟିକା କୁସୁମ ଟେଟ । ପ୍ରତିଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ୨୦୧୭ - ୧୮ରୁ ୨୦୨୧-୨୨ ମସିହା  ପର୍ୟ୍ୟନ୍ତ ୫ ବର୍ଷ ମଧ୍ୟରେ…
Read More...

ସଇନାଳି ଛକରେ ହାତୀ ଉପଦ୍ରବ

ତାଳଚେର: ଗାଁ ମୁହାଁ ହାତୀ ପଲ । ଘରେ ପଶି କରୁଛନ୍ତି କ୍ଷୟକ୍ଷତି । ତାଳଚେର ସଇନାଳି ଛକରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।ଆଜି ସକାଳ ସମୟରେ ତାଳଚେର କଙ୍କିଳିକୁ ୧୨ରୁ ୧୪ଟି ହାତି ଆସି ଅନେକ କ୍ଷୟକ୍ଷତି ଘଟାଇବା ସହ ଅନେକ ଦୋକାନ ଘର ଭାଙ୍ଗି ଦେଇଥିବା ସୂଚନା ରହିଛି ।ସୂଚନା ପାଇ ବନ…
Read More...

ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ଚନ୍ଦକା ସ୍ଥାନାନ୍ତର

ଭୁବନେଶ୍ୱର : ରାଜଧାନୀକୁ ପଶି ଆସିଥିବା ହାତୀକୁ ଟ୍ରାଙ୍କୁଲାଇଜ ପରେ ସ୍ଥାନାନ୍ତର | ଟ୍ରାଙ୍କୁଲାଇଜ୍‌ ପରେ ଚନ୍ଦକାକୁ ନିଆଯାଉଛି ଦନ୍ତା। କ୍ରେନ୍‌ ସାହାଯ୍ୟରେ ଉଠାଯିବା ପରେ ହାତୀକୁ ଟ୍ରକରେ ରଖାଯାଇଛି। ପୂରା ଏସ୍କର୍ଟ ବ୍ୟବସ୍ଥା ଭିତରେ ପୋଲିସ ଓ ବନ କର୍ମଚାରୀ ନେଉଛନ୍ତି | ଗତକାଲି…
Read More...

ହାତୀକୁ ମିଳିଲା Z++ ସୁରକ୍ଷା , ଭିଡିଓ ହେଲା ଭାଇରାଲ

ବ୍ୟୁରୋ: ବର୍ତ୍ତମାନ କେବଳ ମଣିଷ ନୁହେଁ ପଶୁମାନେ ବି ବହୁତ ଚାଲାଖ ହୋଇଗଲେଣି । ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ,ଯାହାକୁ ଦେଖିଲେ ହୁଏତ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ…
Read More...