Browsing Tag

Election2022

୧୫ ରାଉଣ୍ଡରେ ଚାଲିଛି ଭୋଟ ଗଣତି : ୬୭୦୫୬ ଭୋଟରେ ବିଜେପି ଆଗୁଆ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ୧୫ ରାଉଣ୍ଡ ପହଞ୍ଚିଛି । ୧୫ ରାଉଣ୍ଡରେ ସମୁଦାୟରେ ବିଜେଡି -୫୯୩୯୩ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି -୬୭୦୫୬ ଖଣ୍ଡ ଭୋଟ କଂଗ୍ରେସ -୨୯୧୪ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ…
Read More...