ହଟିଲେ ମନୋଜ,ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂତନ ସଭାପତି
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ସଂଗଠନରେ ବଡ ପରିବର୍ତ୍ତନ କରିଛି। ଏଥିରେ ଦିଲ୍ଲୀ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀଙ୍କୁ ଲାଗିଛି ବଡ ଝଟକା। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମନୋଜ ତିଓ୍ଵାରୀଙ୍କୁ ଦିଲ୍ଲୀ ରାଜ୍ୟ ବିଜେପି…
Read More...
Read More...