Browsing Tag

Election

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନର ଉସ୍ମତା ନ ସରୁଣୁ ଆରମ୍ଭ ହୋଇଗଲା ପୌର ନିର୍ବାଚନ । ୨୪ ତାରିଖରେ ରାଜ୍ୟରେ ୧୦୬ଟି ଏନ୍‌ଏସି /ମୁନିସପାଲଟି ସହ ୩ଟି ମହାନଗର ନିଗମରେ ହେବାକୁ ଯାଉଛି ନିର୍ବାଚନ । କିଛିଦିନ ହେଲା ନେତା କର୍ମୀଙ୍କ ସହ ପ୍ରାର୍ଥୀଙ୍କର ଚାଲିଥିଲା ଯୋରଦାର ପ୍ରଚାର । ଆଜି ସେହି…
Read More...

ବିଜେଡ଼ି ପ୍ରଚାର ଦେଖି ବିରୋଧୀ ଛାନିଆ

ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର: ବିଜେଡ଼ି ଆଗରେ ପିକା ପଡ଼ିଛି ବିଜେପି ଓ କଂଗ୍ରେସ । ପୌର ନିର୍ବାଚନରେ ଜୋରଦାର ପ୍ରଚାର କରୁଛି ବିଜେଡ଼ି । ହିଂଜିଳିକାଟୁରେ ମଧ୍ୟ ବିଜୁଜନତା ଦଳର ପ୍ରାର୍ଥୀ ମାନେ ପ୍ରଚାର ମଇଦାନରେ ପ୍ରଚାର କରୁଛନ୍ତି । ବିଜେଡି ତାର ଶତାଧିକ କର୍ମୀ ଓ ନେତାଙ୍କୁ ନେଇ…
Read More...

ବନ୍ଦ ହେଲା ନାଏବ ସରପଂଚ ନିର୍ବାଚନ

ଉଦଳା(ଦୀପକ ମିଶ୍ର)- ବନ୍ଦ ହେଲା ନାଏବ ସରପଂଚ ନିର୍ବାଚନ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ନିର୍ବାଚନ ବନ୍ଦ ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବ୍ଲକ ନୂଆଗାଁ ପଂଚାୟତରେ । ନୂଆଗାଁ ପଂଚାୟତରେ ୧୧ ଗୋଟି ୱାର୍ଡ ରହିଥିବା ବେଳେ ଆଜି ଥିଲା ନାଏବ ସରପଂଚ ନିର୍ବାଚନ । ଏଠାରେ…
Read More...

କେଜ୍ରିୱାଲ ହୋଇପାରନ୍ତି ପ୍ରଧାନ ମନ୍ତ୍ରୀ!

ନୂଆଦିଲ୍ଲୀ: ଆଜି ୫ ରାଜ୍ୟରେ ଚାଲିଛି ଭୋଟ ଗଣତି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଆଗୁଆ ଚାଲିଛି । ଏଥିରୁ ଯାହା ଜଣା ପଡୁଛି ସେଠରେ ଏଏପି ଦଳ ସରକାର ଗଠନ ଏକ ପ୍ରକାର ନିଶ୍ଚିତ । ଏହି ସମୟରେ ଚଳଞ୍ଚଳ ହୋଇଉଠିଛନ୍ତ ସେଠାକାର ନେତା ଓ କର୍ମୀ । ଏହି ସମୟରେ ଦଳର ଜଣେ ନେତା ରାଘଭ ଚଡ୍ଡା…
Read More...

୧୪ ତାରିଖରେ ପ୍ରକାଶ ପାଇବ ପୌର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ନାମାଙ୍କନ ସରିଯାଇଛି । ଏବେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀଙ୍କର ଯୋରଦାର ପ୍ରଚାର । ଆଜି ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି । ଏହା ସହ ୧୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମିଳିବ ପ୍ରତ୍ୟାହାରର ସୁଯୋଗ । ସେହିଦିନ ସଂଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ…
Read More...

ଚର୍ଚ୍ଚାରେ ବିଶ୍ୱଙ୍କ ପ୍ରଚାର

ବରୀ: ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ବରୀର ଯୁବ ନେତା ବିଶ୍ଵ ରଞ୍ଜନ ମଲ୍ଲିକ । ଗତ ପଞ୍ଚାୟତ ନିର୍ବାଚନ ସମୟ ରେ ତାଙ୍କ ନେତୃତ୍ବରେ ବରୀ ପଞ୍ଚାୟତ ସମିତି ର ୨୧ ଗୋଟି ସମିତି ସଭ୍ୟ ପଦବୀ ହାସଲ କରି ସୁନନ୍ଦା ଦାସ ଙ୍କୁ ଅଧ୍ୟକ୍ଷା ପଦରେ…
Read More...

ଜୋରସୋରରେ ପ୍ରଚାର 

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପଟଣା ବ୍ଳକ ରଣମାଲ ପଂଚାୟତ ସରପଞ୍ଚ ପ୍ରାର୍ଥୀନି ଡାଲିମ୍ବ ବିଶ୍ୱାଳ ଆଜି ପ୍ରଥମ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମେ ମା ତାରିଣୀଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରି ନିର୍ବାଚନ ମଇଦାନରେ ଭୋଟ ଭିକ୍ଷା କରିଥିବା ଜଣାପଡିଛି।ଚଳିତ ନିର୍ବାଚନ…
Read More...

ନାମାଙ୍କନ ଭରିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ୟୁପିରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ବିଜେପି ସ୍ଥିତି ବଞ୍ଚାଇବାକୁ ଜୋରସୋରରେ ଲାଗିପଡ଼ିଛି । ବିରୋଧୀ ବି ଯୋଗୀଙ୍କୁ ଗାଦିଚୁତ କରିବା ପାଇଁ ରଣନୀତି ଲଗାଇଛନ୍ତି । ଏହାରିମଧ୍ୟରେ ଗୋରଖପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା…
Read More...

ବିହାର ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ବିିହାର- ବିହାରରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଛି। ପଞ୍ଚାୟତ ନିର୍ବାଚନ ୨୦୨୧ର ଆରମ୍ଭ ୨୦ ସେପ୍ଟମ୍ବରରୁ ହେବ। ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଜାରି କରିଛନ୍ତି । ନିର୍ବଚନ ପାଇଁ ବିଜ୍ଞପ୍ତି ୨୦ ଅଗଷ୍ଟରେ ଜାରି କରିବାକୁ ଅନୁରୋଧ କରାଯାଇଛି।ଆୟୋଗ…
Read More...

ପଞ୍ଜାବରେ ଅମିରିନ୍ଦର ସିଂହ ଓ ନବଜୋତ ସିଂହ କଳହର ଅନ୍ତ ; କଂଗ୍ରେସ ଖୋଜିଛି ନୂଆ ଫର୍ମୁଲା

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) :  କ୍ୟାପ୍ଟେନ୍ ଏବଂ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବା ପାଇଁ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ପଞ୍ଜାବ ପ୍ରଭାରୀ ହରିଶ୍ ରାୱତ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେସି ବେଣୁ ଗୋପାଳଙ୍କ ସହିତ ବୈଠକ କରିଛନ୍ତି । ଆଗାମୀ ନିର୍ବାଚନକୁ…
Read More...