Browsing Tag

Election

ଓଡ଼ିଶାରେ ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ

ଭୁବନେଶ୍ୱର: ଆଜି ଦେଶର ପଞ୍ଚମ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେଉଛି। ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟରମାନେ ମତଦାନ କରୁଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ।…
Read More...

ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ । ଭାରତୀୟ ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରେସମିଟ୍‌ରେ ତାରିଖ ଘୋଷଣା କରିଛନ୍ତି। ତେବେ ଓଡ଼ିଶାରେ  ୪ଟି ପର୍ଯ୍ୟାୟରେ  ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ…
Read More...

ପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରି

ପାକିସ୍ତାନରେ ଚାଲିଥିଲା ସାଧାରଣ ନିର୍ବାଚନ । ଏବେ ଜାରି ରହିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ରହିଛି ବୋଲି ସୂଚନା ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ –ଇ –ଇନସାଫ ବା ପିଟିଆଇ ୧୦ଟି ଆସନରେ ବିଜୟ ହୋଇଥିବା କୁହାଯାଉଛି । ସେହିପରି ପୂର୍ବତନ…
Read More...

ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବାଜି ମାରିଲା ବିପିନ ପ୍ରଧାନ ଗୋଷ୍ଠୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ । ଯାହାକୁ ନେଇ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିପିନ ପ୍ରଧାନ ଗୋଷ୍ଠୀର ସମର୍ଥକ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।…
Read More...

ନିର୍ବାଚନ ନିତି ନୀୟମ ଉଲଂଘନ ବିରୋଧରେ ବିଏମ୍ଏସ୍ ର ଆନ୍ଦୋଳନ ଚେତାବନୀ

କଣିହାଁ/ ଜ୍ୟୋତିରଞ୍ଜନ  ଧାର :  କଣିହାଁ ଓସିପି ବିଏମ୍ଏସ୍ କର୍ମଚାରୀ ସଂଘ ପକ୍ଷରୁ ପ୍ରକଳ୍ପ ଅଫିସ୍ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଉଛି । ଏହି ସଭାରେ  ସଂଘ ସଭାପତି ଅଭୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ କର୍ମଚାରୀ ସଂଘ ନିର୍ବାଚନ ପରିପ୍ରେକ୍ଷୀରେ ଗତ…
Read More...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣନା; ଆଗରେ ଟିଏମସି

କୋଲକାତା: ଆଜି (ଜୁଲାଇ ୧୧) ହେଉଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳର ଦିନ ।  ଅନେକ ହିଂସା ଘଟଣା ମଧ୍ୟରେ ଜୁଲାଇ ୮ ଏବଂ ୧୦ ରେ ହୋଇଥିବା ଭୋଟ୍ ଗଣନା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ୭୩,୮୮୭ ସିଟ୍ ପାଇଁ ଭୋଟରମାନେ ଭୋଟ୍ ଦେଇଛନ୍ତି। ୮ ଜୁଲାଇରେ…
Read More...

ନିର୍ବାଚନୀ ପ୍ରଚାର ସମୟରେ ଲୋକଙ୍କୁ ଚା’ ପିଆଇଲେ ମମତା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରୁଛନ୍ତି। ସୋମବାର (ଜୁନ୍ ୨୬) ପ୍ରଚାର କରୁଥିବାବେଳେ ସେ ଜାଲପାଇଗୁରିର ମାଲବାଜାରର ଏକ ଚା ଦୋକାନରେ ଚା ’ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ସିଏମ୍ ମମତା ଚା ତିଆରି କରି…
Read More...

ଏପ୍ରିଲ ୨୬ ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଏପ୍ରିଲ ୨୬ ରେ ଅନୁଷ୍ଠିତ ହେବ। ଏପ୍ରିଲ ୧୨ ରୁ ଏପ୍ରିଲ ୧୮ ପର୍ୟ୍ୟନ୍ତ ମେୟର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ଗତ ବର୍ଷ ଡିସେମ୍ବରରେ…
Read More...

ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ୍ସଙ୍କୁ ପଇସା ଦେଇ ଚୁପ କରାଇବା ଅଭିଯୋଗରେ…
Read More...

ଦ୍ୱିତିକୃଷ୍ଣ ସାବତ ହେଲେ ଓକିଲ ସଂଘର ସଭାପତି

ଗଞ୍ଜାମ / ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ରାଜ୍ୟ ବାର କାଉଁସିଲର ର ନିଦେଶ କ୍ରମେ ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ନିର୍ବାଚନ ସେଶ ହୋଇଯାଇଛି । ଏଥିରେ ଦ୍ବିତିକୃଷ୍ଣ ସାବତ ସଭାପତି ଆସନ ଗ୍ରହଣ କରିଥିବା ୋବଳେ ଉପସଭାପତି ଜଗତମୋହନ ସାହୁ , ସମ୍ପାଦକ ସାନ୍ତୁନ କୁମାର ପୋଲାଇ ଓ ସହ ସମ୍ପାଦକ…
Read More...