ଜଟିଳ ହେଉଛି ମହାରାଷ୍ଟ୍ର ରାଜନୀତି: ବିଦ୍ରୋହୀ ବିଧାୟକ ସିନ୍ଦେ କ୍ୟାମ୍ପର ନାମ ରଖାଗଲା ‘ଶିବସେନା- ବାଲାସାହେବ’
ମୁମ୍ବାଇ: ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି । ଏକନାଥ ସିନ୍ଦେଙ୍କ ନେତୃତ୍ବଧୀନ ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଦିନକୁ ଦିନ କଡ଼ା ମନୋଭାବ ପୋଷଣ କରୁଛି । ଏପରିକି ବିଦ୍ରୋହୀ ବିଧାୟକ ଗୋଷ୍ଠୀ ନିଜର ଏକ ନାମ ମଧ୍ୟ ରଖିଛନ୍ତି । ବିଦ୍ରୋହୀ ବିଧାୟକ ସିନ୍ଦେ କ୍ୟାମ୍ପର ନାମ ‘ଶିବସେନା-…
Read More...
Read More...