Browsing Tag

EDUCATION

ଆଜିଠୁ ଆରମ୍ଭ ହେଲା ନୁତନ ଶିକ୍ଷା ବର୍ଷ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଆଜି ଠାରୁ ଆରମ୍ଭ ହେବ। କୋଭିଡ୍ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଢାଞ୍ଚାରେ ଚାଲିବ। ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ…
Read More...

ଘୁଞ୍ଚିଲା ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ଏହାରିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ନିଟ୍-ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୬-୮ ସପ୍ତାହ ପରେ ନିଟ୍-ପିଜି ପରୀକ୍ଷା ହେବା ନେଇ ସୂଚନା…
Read More...

ବଡ ଖବର: ଆସନ୍ତା ୭ରେ ରାଜ୍ୟରେ ଖୋଲିବ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟ

ଭାବନେଶ୍ୱର: ରାଜ୍ୟରେ ଆସନ୍ତା ୭ରେ ଖୋଲିବ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ମଧ୍ୟ ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ଖୋଲିବ । ସେହିପରି କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଫେବ୍ରୁଆରୀ ୧୪ରୁ…
Read More...

୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ଥିବାରୁ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ଯାହାଦ୍ୱାରା ପିଲାଙ୍କ ଭବିଷ୍ୟତ ଉପରେ ବେଶ ପ୍ରଭାବ ପକାଇଛି । ତେଣୁ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାର ଆଜି ବିଚାର କରି…
Read More...

ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ନିୟମ ଉପରେ ଦିନିକିଆ କର୍ମଶାଳା ଅନୁଷ୍ଠିତ

ରାଉରକେଲା: ଉଚ୍ଚ ଶିକ୍ଷିତ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା,କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଅଧକ୍ଷତାରେ…
Read More...

ବଢିବ ଯୁକ୍ତ୨ ସିଟ୍

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସରକାରଙ୍କ ନିର୍ଦ୍ଦେଶ । ସିଟ୍ ବୃଦ୍ଧି କରିବାକୁ ନେଇ ୭ ଦିନ ମଧ୍ୟରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଲେ ସରକାର । ସାମ୍ସରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ…
Read More...

ବାତିଲ ହେଲା ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ନିଆଯାଇଛି ଆଉ ଏକ ବଡ ନିଷ୍ପତ୍ତି । ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଶେଷରେ ବାତିଲ କରାଯାଇଛି । ସି.ବି.ଏସ,ସି ଏବଂ ଆଇ.ସି.ଏସ.ସି ଭଳି ଗଣଶିକ୍ଷା ବିଭାଗ ମଧ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି । ଏ ନେଇ ଗଶଶିକ୍ଷା ବିଭାଗ ପକ୍ଷରୁ ସୂଚନା…
Read More...

ହ୍ୱାଟ୍ସଆପ୍ ମାଧ୍ୟମରେ ହେବ ସ୍କୁଲ ଆଡ଼ମିସନ

(ମମତା ସାମଲ ): କରୋନା ଯୋଗୁଁ ଦେଶରେ ୧୯୮୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କରୋନା କେବଳ ଯେ ମଣିଷ ଜୀବନକୁ ପ୍ରଭାବିତ କରୁଛି ତାନୁହେଁ, ବ୍ୟବସାୟ କ୍ଷେତ୍ରରେ…
Read More...

ମ୍ୟାଟ୍ରିକ ଖାତା ଦେଖା ପାଇଁ ବଢିବ ମୂଲ୍ୟାୟନ କେନ୍ଦ୍ର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ପାଇଁ ଲକଡାଉନ ଥିବା କାରଣରୁ ଦୀର୍ଘ ଦିନ ହେଲା ମ୍ୟାଟ୍ରିକ ଖାତା ଦେଖା ହୋଇପାରୁନଥିଲା । ଏଥିପାଇଁ ଚିନ୍ତାରେ ଥିଲେ ଛାତ୍ରଛାତ୍ରୀ ଓ ଅବିଭାବକ । ତେଣୁ ଆଜି ରାଜ୍ୟ ସରକାର ଖାତା ଦେଖା ଖୁବ ଶିଘ୍ର ହେବା ନେଇ ଘୋଷଣା କରିଛନ୍ତି ଏବଂ ଖାତା ଦେଖା…
Read More...

ଅନଲାଇନରେ ପଢିବେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନର ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ସେ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କାମ ନ ପଡିିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଲକଡାଉନକୁ ନଜରରେ ରଖି ଛାତ୍ରଛାତୀଙ୍କ ପଢାରେ କୌଣସି…
Read More...