Browsing Tag

EDUCATION

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ୨ଟି ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି । ଏହାଦ୍ଵାରା…
Read More...

ଆଜି ସରୁଛି +୩ ନାମଲେଖା ଆବେଦନର ଅବଧି

ଭୁବନେଶ୍ୱର: ଆଜି ଯୁକ୍ତ ତିନି ନାମଲେଖା ଆବେଦନ କରିବାର ଶେଷ ତାରିଖ । ଆବେଦନ ସରିବା ପରେ ଆସନ୍ତା ୧୪ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପରେ ଜୁଲାଇ ୨୭ରେ ଦ୍ୱତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ…
Read More...

୩୦୦୦ ଯୁବକ ଯୁବତୀଙ୍କୁ ଶିକ୍ଷା ଉପରେ ୨ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ପ୍ରଶିକ୍ଷଣ

ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ‘ଥିଙ୍କ ଜୋନ୍’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଏହି ଅନୁଷ୍ଠାନ ‘ମୋ କଲେଜ’ ସହ ମିଶି ରାଜ୍ୟରେ ଥିବା ବିଭିନ୍ନ କଲେଜରେ ୩୦୦୦ ଛାତ୍ରଛାତ୍ରୀ ଛୋଟ ପିଲାଙ୍କୁ କିଭଳି ଶିକ୍ଷାଦାନ କରିବେ ତାହା ଉପରେ ପ୍ରଶିକ୍ଷଣ…
Read More...

ବଢିଲା +୨ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ବଢିଲା +୨ ନାମଲେଖା ଆବେଦନ ତାରିଖ । ୨୬ ତାରିଖ ଶେଷ ଆବେଦନର ତାରିଖ ଥିବାବେଳେ ତାହାକୁ ବଢାଇ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ପରେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବା ସହ ୭ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟୟ ଲାମଲେଖା ହେବ । ଏହାପରେ ଜୁଲାଇ…
Read More...

ଆଜିଠୁ ଆଉ ତିନିଟି ଜିଲ୍ଲାରେ ଖୋଲିଲା ସ୍କୁଲ

ଭୁବନେଶ୍ୱର: ଆଜିଠୁ ଆଉ ତିନିଟି ଜିଲ୍ଲାରେ ଖୋଲିଲା ସ୍କୁଲ । ଦୀର୍ଘ ଦିନ ପରେ ଖୋଲିଛି ସ୍କୁଲ । ଗତ କାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲା ହୋଇଥିବା ବେଳେ ଆଜି ସମ୍ବଲପୁର, ଝାରସୁଗୁଡା ଓ ବଲାଙ୍ଗୀରରେ ଖୋଲିଛି ସ୍କୁଲ । ଏସବୁ ଜିଲ୍ଲାରେ ୨୪ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ । ସକାଳ ୬.୩୦ରୁ…
Read More...

ଯୁକ୍ତ ୨ ନାମ ଲେଖା ପାଇଁ ବଢିଲା ଆବେଦନର ଅବଧି

ଭୁବନେଶ୍ୱର: ଯୁକ୍ତ ୨ ନାମ ଲେଖା ପାଇଁ ବଢିଲା ଆବେଦନର ଅବଧି । ଜୁନ ୨୦ ରୁ ଜୁନ୨୬ ତାରିଖ ପର୍ଯ୍ୟନ୍ତ ଆବେଦନର ଅବଧି ବଢାଇ ଛନ୍ତି ରାଜ୍ୟ ସରକାର । ଅଭିଭାବକ, ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରେଧରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଗଣଶିକ୍ଷା ବିଭାଗ । ଯୁକ୍ତ ୨…
Read More...

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲାରେ ବଢିଲା ଖରା ଛୁଟି

ଭୁବନେଶ୍ୱର: ରାଜ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଢିଛି ଖରାଛୁଟିର ଅବଦ୍ଧି । ଜୁନ ୧୯ ପରିବର୍ତ୍ତେ ଜୁନ ୨୧ତାରିଖରେ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଥିବା ବେଳେ ରାଜ୍ୟର ୩ଟି ଜିଲ୍ଲାରେ ଛୁଟିର ଅବଦ୍ଧି ଆଉଗୋଟିଏ ଦନକୁ ବଢାଯାଇଛି । ୨୧ତାରିଖ ପରିବର୍ତ୍ତେ ୨୨ତାରିଖରେ…
Read More...

ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ ୭ଟି ଜିଲାର ସ୍କୁଲ ଖୋଲିବା ନିଷ୍ପତି ଜିଲ୍ଲାପାଳଙ୍କୁ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ଜୁନ ୧୯ରେ ଖୋଲିବାକୁ ଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉ…
Read More...

୪ ତାରିଖ ପର୍ଯ୍ୟନ୍ତ ଯୁକ୍ତତିନି ନାମଲେଖା ପାଇଁ କରିପାରିବେ ଆବେଦନ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତତିନି ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆଜିଠାରୁ ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆବେଦନ ପ୍ରକ୍ରିିୟା । ଜୁଲାଇ ୧୪ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ସେହିପରି ଜୁଲାଇ ୨୭ରେ ଦ୍ୱିତୀୟ ମେରିଟ ଲିଷ୍ଟ୍ ପ୍ରକାଶ…
Read More...

ସପ୍ଲିମେଣ୍ଟାରୀ ପରିକ୍ଷା ପାଇଁ ଆଜି ଠାରୁ ଅବେଦନ ପକ୍ରିୟା ଆରମ୍ଭ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଦେଇପାରିବେ ସପ୍ଲିମେଣ୍ଟାରୀ ପରିକ୍ଷା । ସେଥିପାଇଁ ଆଜି ଠାରୁ କରିପରିବେ ଫର୍ମଫୀଲପ । ମାଟ୍ରିକରେ ଯେଉଁ କୌଣସି କାରଣରୁ ଦେଇପାରିନଥିବେ କିମ୍ବା ପରୀକ୍ଷା ଦେଇ ଫେଲ ହୋଇଥିବେ ତେବେ ସପ୍ଲମେଣ୍ଟାରୀ ପରୀକ୍ଷା ଦେଇପାରିବେ । ଛାତ୍ରଛାତ୍ରୀମାନେ ଆଜି ଠାରୁ ଜୁନ ୧…
Read More...