Browsing Tag

education system in salepur

ଅବ୍ୟବସ୍ଥା ଘେରରେ ପ୍ରାଥମିକ ବିଦ୍ୟାଳୟ: ନାଁ ଅଛି ଉତ୍ତମ ଶିକ୍ଷା ବ୍ୟବସ୍ଥା ନାଁ ଅଛି ପରିମଳ ବ୍ୟବସ୍ଥା

ସାଲେପୁର: "ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ" ନାରାରେ ଚାଲିଛି ସର୍ବଶିକ୍ଷା ଅଭିଯାନ। ହେଲେ ଏଠି କିନ୍ତୁ ପୁରାପୁରି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଶିକ୍ଷା ବ୍ୟବସ୍ଥା । ଏଠି ପାଠ ପଢ଼ି ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ପିଲାଙ୍କ ଆଖିରେ ଅସୁମାରୀ ଆଶାର ସମ୍ଭାର । କିନ୍ତୁ ପିଲା ପାଠ ପଢ଼ିବା ପାଇଁ…
Read More...