Browsing Tag

ED

ସୋନିଆ ଗାନ୍ଧୀଙ୍କୁ ୭୦ରୁ ଊର୍ଦ୍ଧ ପ୍ରଶ୍ନ କଲା ଇଡି

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଦୁଇ ଦିନ ଧରି ଘନ ଘନ ଜେରା କରାଯାଇଥିଲା । ସେନିଆଙ୍କୁ ଇଡି ପକ୍ଷରୁ ୭୦ଟି ପ୍ରଶ୍ନ ପଚରାଯାଇଥିଲା । ବୁଧବାର ଇଡି କାର୍ଯ୍ୟାଳୟରେ ୮ ଘଣ୍ଟା ଧରି ଜେରା କରାଯାଇଥିଲା । ବୁଧବାର ଦିନ…
Read More...

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

କୋଲକତା: ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ନେଇ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଏହାଛଡା ମନିଲଣ୍ଡରିଂର ଅଭିଯୋଗ ମଧ୍ୟ ଇଡି ପାଖାରେ ରହିଛି । ତେବେ ଶ୍ରୀ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ୨୦ କୋଟି ଟଙ୍କାର ନଗଦ ଅର୍ଥ ଜବତ କରିଥିବା ଜଣାପଡିଛି ।…
Read More...

ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିରେ ହାଜର ହୋଇପାରନ୍ତି। ତେବେ ଇଡି ପକ୍ଷରୁ ସୋନିଆଙ୍କୁ ଦୁଇ ଥର ନୋଟିସ କରାଯାଇଥିଲା। ଅସୁସ୍ଥତା କାରଣରୁ ସେ ହାଜର ହୋଇପାରିନଥିଲେ। ତୃତୀୟ ଥର ଜୁଲାଇ ୨୧ ତାରିଖରେ ହାଜର ହେବା ଲାଗି ଇଡି ପକ୍ଷରୁ ନୋଟିସ…
Read More...

ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚତୁର୍ଥ ଥର ଲାଗି ଇଡିରେ ହାଜର ହୋଇଛନ୍ତି । ପୂର୍ବ ସପ୍ତାହରେ ଶ୍ରୀ ଗାନ୍ଧୀଙ୍କୁ ଇଡି ପକ୍ଷରୁ ତିନିଥର କରି ଦୀର୍ଘ ୩୦ ଘଣ୍ଟା ଜେରା କରାଯାଇଥିଲା । ଯାହାକୁ ନେଇ କଂଗ୍ରେସ ନେତାମାନେ ପ୍ରତିବାଦ କରିବା ସହିତ ଇଡି ଅଫିସ…
Read More...

ଇଡି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଦ୍ୱିତୀୟ ଦିନର ଜେରା

ନୂଆଦିଲ୍ଲୀ:ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଦୁଇ ଦିନ ଧରି ମାରାଥନ୍ ଜେରା କରାଯାଇଛି । ସୋମବାର ୧୦ ଘଣ୍ଟା ଧରି ଜେରା କରାଯାଇଥିଲା । ମଙ୍ଗଳବାର ତାଙ୍କୁ ୪ ଘଣ୍ଟା ଧରି ଜେରା କରାଯାଇଛି । ଇଡି ପକ୍ଷରୁ ମାରାଥନ ଜେରା ଫଳରେ କଂଗ୍ରେସ ପକ୍ଷରୁ…
Read More...

ରାହୁଲ ଗାନ୍ଧୀଙ୍କୁ ଇଡିର ପଚରା ଉଚୁରା ଜାରି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଇଡି ପକ୍ଷରୁ ୧୩ ତାରିଖରେ ହାଜର ହେବା ଲାଗି ନୋଟିସ କରିଥିଲା । ଏହାର ପ୍ରତିବାଦରେ କଂଗ୍ରେସ ନେତାମାନେ ଦେଶର ୨୫ଟି ଇଡି ଅଫିସ୍ ଆଗରେ ପ୍ରତିବାଦ କରିଛନ୍ତି । ତେବେ ଶ୍ରୀ ଗାନ୍ଧୀ ହାଜର ହେବା ପୂର୍ବରୁ ଭଉଣୀ…
Read More...