Browsing Tag

ED

ଅଯଥା ଭୟ ସୃଷ୍ଟି ନ କରିବାକୁ ଇଡିକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଶାସକ ଦଳ ସମେତ ସରକାରୀ କର୍ମଚାରୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରି ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ରାୟପୁରରେ…
Read More...

ବିଦେଶୀ ପାଣ୍ଠି ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଇଡିର କାର୍ୟ୍ୟାନୁଷ୍ଠାନ, ଫେମା ଅଧୀନରେ ମାମଲା ପଞ୍ଜିକୃତ

ନୂଆଦିଲ୍ଲୀ: ନ୍ୟୁଜ୍ ପ୍ରସାରକ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି । ବିଦେଶୀ ଅର୍ଥ ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଅନୁଯାୟୀ ଇଡି ବିବିସି ଇଣ୍ଡିଆ…
Read More...

ରକୁଲଙ୍କ ପାଇଁ ବଢିଲା ଅଡୁଆ ; ମନି ଲଣ୍ଡରିଂ ମାମଲାରେ ରାକୁଲ ପ୍ରୀତ ସିଂଙ୍କୁ ସମନ ପଠାଇଲା ED

ମୁମ୍ବାଇ : ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ | ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଅଡୁଆ ବଢିଛି । ଡ୍ରଗ୍ସ ଓ ଅର୍ଥ ହେରଫେର ମାମଲାରେ ପଚରା ଉଚରା ପାଇଁ ରକୁଲଙ୍କୁ ନୋଟିସ ପଠାଇଛି ଇଡି । ଏହା ପୂର୍ବରୁ…
Read More...

ଖୋଲିବ ନାଗପେଡ଼ି : ଇଡ଼ିରେ ହଜାର ହେଲେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଅର୍ଚନା ନାଗ ମାମଲା, ଇଡ଼ିରେ ହଜାର ହେଲେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜା । ପୂର୍ବରୁ ଅର୍ଚ୍ଚନା ନାଗ କୁଆଡେ ଶ୍ରଦ୍ଧାଞ୍ଜଳିକୁ ବାଧ୍ୟ କରି ନେତା ମନ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଆଉ ତାଙ୍କୁ ବ୍ଲାକମେଲ କରୁଥିଲା । ଯାହାକୁ ନେଇ ଅର୍ଚ୍ଚନା ନାଁରେ…
Read More...

ଇଡିରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ

ଭୁବନେଶ୍ୱର : ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ବେଆଇନ ଆର୍ଥିକ କାରବାରକୁ ସୁତାଙ୍କୁ ଜେରା କରିବ ଇଡି । ପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଓ ଝିଅ ସୃତି ପାଣିଗ୍ରାହୀଙ୍କୁ ଜେରା କରିଥିଲା ଇଡି । ଇଡି ସୂଚନା ଅନୁସାରେ, ପୂର୍ବତନ  ଅଧିକାରୀ ଅଭୟ ପାଠକ…
Read More...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା

କୋଲକାତା: ପଶ୍ଚିମ ବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡିର ପଚରାଉଚୁରା ଜାରି ରହିଛି। ଇଡିର ୫ ଜଣିଆ ଟିମ ଅର୍ପିତାଙ୍କୁ ପଚରା ଉଚୁରା କରିଥିଲା। ସେ ଅଗଷ୍ଟ ୧୮ ତାରିଖ…
Read More...

ଇଡିର ସମନକୁ ମୁଁ ଡରେ ନାହିଁ: ଖଡଗେ

ନୂଆଦିଲ୍ଲୀ: ଇଡି ଓ ସିବିଆଇର ଦୁରୁପଯୋଗ ନେଇ ବିରୋଧୀ ଦଳ ପକ୍ଷରୁ ସଂସଦର ଉଭୟ ସଦନରେ ଅଚଳାବସ୍ଥା ଜାରି ରହିଛି। ଫଳରେ ଗୃହ କାର୍ଯ୍ୟକୁ ଦିନ ୨ ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଇଡି ଡକାଇବା ନେଇ ପ୍ରଶ୍ନ ଉଠାଇଛନ୍ତି।…
Read More...

ନେସନାଲ ହେରାଲ୍ଡ ଅଫିସକୁ ସିଲ କଲା ଇଡି

ନୂଆଦିଲ୍ଲୀ: ମଙ୍ଗଳବାର ନେସନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ବୁଧବାର ହେରାଲ୍ଡ ହାଉସକୁ ଇଡି ପକ୍ଷରୁ ସିଲ କରିଦିଆଯାଇଛି। ଏଜେନ୍ସିର ପୂର୍ବ ଅନୁମତି ବିନା ଅଫିସ ପରିସର ଖୋଲାଯିବ ନାହିଁ ବୋଲି ଇଡି ନିର୍ଦ୍ଦେଶ ଦେଇଛି। ୟଙ୍ଗ ଇଣ୍ଡିଆନ୍ ଅଫିସକୁ କେବଳ…
Read More...

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

ମୁମ୍ବାଇ: ସଂପ୍ରତି ଇଡିର କାର୍ଯ୍ୟକଳାପ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି। ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଘନ ଘନ ଜେରା କରିଥିଲା। ଯାହାକୁ ନେଇ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ସଂପ୍ରତି…
Read More...

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ମାମଲାରେ ସୁପ୍ରିମକୋର୍ଟ ଇଡିର କ୍ଷମତାକୁ ସବୁଜ ସଙ୍କେତ ଦେଇଛନ୍ତି।…
Read More...