ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ
ନୂଆଦିଲ୍ଲୀ: ୭ଦିନିଆ ଇଡି ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମଦ ନୀତୀ ଦୁର୍ନୀତିରେ ଗିରଫ ହୋଇଥିଲେ କେଜ୍ରିୱାଲ । ପରେ ତାଙ୍କୁ ଆଭେନ୍ୟୁ କୋର୍ଟରେ ହାଜର କରି ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିନ୍ତୁ କୋର୍ଟ ୭ ଦିନ…
Read More...
Read More...