Browsing Tag

ECONOMY

ଦେଶରେ ଚିନି ଦରବୃଦ୍ଧି ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆକଳନ ଓ ଅତ୍ୟଧିକ ରପ୍ତାନି ଅନୁମତି ମୁଖ୍ୟ କାରଣ l

ଦେଶରେ ଚିନି ଦରବୃଦ୍ଧି ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆକଳନ ଓ ଅତ୍ୟଧିକ ରପ୍ତାନି ଅନୁମତି ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି। ୨୦୨୫-୨୬ରେ ୪.୭ ନିୟୁତ ଟନ୍‌ ବଳକା ଷ୍ଟକ୍‌ ଥିବାବେଳେ ଚଳିତ ବର୍ଷ ୨୭.୯ ନିୟୁତ ଟନ୍‌ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଥିଲା। ଏହାକୁ ଆଧାର କରି ୨ ନିୟୁତ…
Read More...

ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପରେ ଖସିଲା ଟଙ୍କାର ମୂଲ୍ୟ ।

ଥରକୁ ଥର ଡଲାର ତୁଳନାରେ ପତଳା ହୋଇ ଚାଲିଛି ଟଙ୍କାର ମୂଲ୍ୟ । ବିଦେଶ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ଅଧିକ ହୋଇଯିବା ପରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୯୬ ଟଙ୍କା ସ୍ତର ଅତିକ୍ରମ କରିଛି। ଏବଂ ପ୍ରଥମ ଥର ପାଇଁ ଡଲାର ମୂଲ୍ୟ ୯୬ ଟଙ୍କାରୁ ଅଧିକ…
Read More...

ପୂର୍ବାନୁମାନଠାରୁ ବହୁ ଉପରେ ଭାରତୀୟ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ; ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି ୮.୨…

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବବୋଲି ଆକଳନ କରିଛି । ପୂର୍ବ ବର୍ଷ (୨୦୨୪-୨୫)ର ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ…
Read More...

ଦେଶର ଅର୍ଥନୀତିରେ ବଡ ଭାଗୀଦାର ଏହି ୫ଟି ରାଜ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଯେତିକି ବିଶାଳ, ସେତିକି ଭାବରେ ବିଭକ୍ତ ମଧ୍ୟ। କିଛି ରାଜ୍ୟକୁ ଭାରତର ଅର୍ଥନୈତିକ ମେରୁଦଣ୍ଡ ବୋଲି ବିବେଚନା କରାଯାଏ । ଯେଉଁଠାରେ ବ୍ୟବସାୟ, ଶିଳ୍ପ, କୃଷି ଏବଂ ପ୍ରଯୁକ୍ତିବିଦ୍ୟା ମିଳିତ ଭାବରେ ଦେଶର GDPର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯୋଗଦାନ କରନ୍ତି। ତେବେ…
Read More...

ଧନୀ ତାଲିକାର ତୃତୀୟ ସ୍ଥାନକୁ ପହଞ୍ଚିଲେ ଆଦାନୀ

ବ୍ୟୁରୋ: ବିଶ୍ୱର ତୃତୀୟ ଧନୀ ଭାବେ ଧନୀ ତାଲିକାରେ ସ୍ଥାନ ପାଇଲେ ଗୌତମ ଆଦାନୀ । ପୂର୍ବରୁ ଆଦାନୀଙ୍କ ସମ୍ପତ୍ତିକୁ ନେଇ ବହୁ ଚର୍ଚ୍ଚା ହେଉଥିଲା । ତାଲିକାର ଚତୁର୍ଥ ସ୍ଥାନରେ ରହି ବି ଧନୀ ଭାବେ ବେଶ ପରିଚିତ ଥିଲେ । କିନ୍ତୁ ଏବେ ଆମାଜନ୍ ର ମୁଖ୍ୟ ଜେଫ୍ ବେଜୋସ ଙ୍କୁ ତୃତୀୟ ସ୍ଥାନରୁ ହଟାଇ…
Read More...

ଶକ୍ତିଶାଳୀ ହେଲା ଡଲାର ତୁଳନାରେ ଟଙ୍କା

ବ୍ୟୁରୋ :ଡଲାର ତୁଳନାରେ ଶକ୍ତିଶାଳୀ ହେଲା ଟଙ୍କା । ଆଜି ଦେଶବାସୀଙ୍କୁ ଅର୍ଥନୀତି ସମ୍ଭଦ୍ଧୀୟ ଏକ ଆଶ୍ଵସ୍ତିକର ଖବର ମିଳିଛି । ଡଲାର ମୂଲ୍ୟ ୮୩ ଟଙ୍କା ଟପିଛି । ତୈଳ ଦର ବୃଦ୍ଧି ପାଇଁ ଦିନକୁ ଦିନ ଶକ୍ତିଶାଳୀ ହେଉଛି ଡଲାର । ଆର୍ନ୍ତଜାତୀୟ ବଜାରରେ ଡଲାର ସୃଦୁଢ ହେଉଛି । କାରଣ ନିବେଶକମାନେ…
Read More...