ସକାଳୁ ସକାଳୁ ଭୂକମ୍ପ ଅନୁଭୂତ
ଇଣ୍ଡୋନେସିଆ ରେ ଭୂକମ୍ପ ଝଟକା ।ତେବେ ଲଗାତାର ଦ୍ଵିତୀୟ ଦିନରେ ଭୂକମ୍ପ ର ଝଟକା ଅନୁଭୂତ ହୋଇଛି ।ଜର୍ମାନ ରିସର୍ଚ୍ଚ ଫୋର ଜିଓ ସାଇନେନ୍ସ (GFZ) ଅନୁସାରେ ଭୁକମ୍ପରେ ଗଭୀରତା ପ୍ରାୟ୩୭୬ କିମି ରହିଥିଲା ।ତେବେ ଜାଭା ଦ୍ୱୀପ ରେ ଶନିବାର ୬ .୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି ।ତେବେ…
Read More...
Read More...