ନୂଆବର୍ଷରେ ଭୂକମ୍ପ ଝଟ୍କା ; ଥରିଲା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ
ନୂଆଦିଲ୍ଲୀ: ନୂଆବର୍ଷରେ ଭୂକମ୍ପ ଝଟ୍କା । ଥରିଲେ ଦିଲ୍ଲୀ ବାସିନ୍ଦା | ଲୋକମାନେ ନୂଆବର୍ଷ ସେଲିବ୍ରେସନରେ ମଜ୍ଜିଥିବା ବେଳେ ଲାଗିଲା ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ରହିଛି ।
ରାତି…
Read More...
Read More...