Browsing Tag

E-bus

ରାଜ୍ୟକୁ ଆସିବ ଆହୁରି ୬୦୦ଟି e-ବସ୍‌: ଗୃହ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟକୁ ଆସିବ ୬୦୦ e-ବସ୍‌ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ପରିବେଶ ସୁରକ୍ଷା ପାଇଁ e-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟରେ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି । ଏବେ ୬୦୦ e-ବସ୍ ଆସିବାକୁ ଥିବା…
Read More...

ଇ-ବସରେ ଭୁବନେଶ୍ବର ବୁଲିଲେ ମେୟର, କମିଶନର

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ମୋ ଇ-ରାଇଡ ଓ ଇ-ବସ୍‌ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହାର ଶୁଭ ଉଦଘାଟନ କରିଥିଲେ । ତେବେ ଆସନ୍ତାକାଲି ଯାଏ ଯାତ୍ରୀଙ୍କୁ ମିଳିବ ମାଗଣା ସେବା । ଇ-ବସରେ ଆଜି ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ…
Read More...