ସରକାରୀ ବାସଭବନ ଛାଡିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି, ନୋଟିସ୍ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅବସରର ଅନେକ ପରେ ମଧ୍ୟ ସରକାରୀ ବାସଭବନ ଖାଲି କରିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମାନ୍ୟବର କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏନେଇ ଏକ ଚିଠି ଲେଖିଛନ୍ତି…
Read More...
Read More...