Browsing Tag

durgapur gang rape case

ଦୁର୍ଗାପୁର ଗଣଦୁଷ୍କର୍ମ: ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

ଦୁର୍ଗାପୁର: ଦୁର୍ଗାପୁରରେ ଓଡିଆ ଝିଅକୁ ଗଣଦୁଷ୍କର୍ମ ମାମଲାରେ ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ । ରିମାଣ୍ଡ ଅବଧି ଶେଷ ପରେ ଦୁର୍ଗାପୁର କୋର୍ଟରେ ହାଜର ହେବେ ଗିରଫ ୪ ଅଭିଯୁକ୍ତ । ତେବେ ଅଭିଯୁକ୍ତଙ୍କ TI ପ୍ୟାରେଡ୍ ପାଇଁ ଅନୁମତି ଦେଇପାରନ୍ତି କୋର୍ଟ । ଗତ ୧୦ରେ ପଶ୍ଚିମବଙ୍ଗରେ…
Read More...

ଓଡିଆ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ହସ୍ପିଟାଲ୍‌ରୁ ଡିସଚାର୍ଜ ପୀଡ଼ିତା ମେଡିକାଲ୍‌ ଛାତ୍ରୀ

ଦୁର୍ଗାପୁର: ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ । ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଡିସ୍‌ଚାର୍ଜ । ଗଣଦୁଷ୍କର୍ମର ଶିକାର ପରେ ଗତ ଶୁକ୍ରବାରରୁ…
Read More...

ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ । ଆସନ୍ତାକାଲି ଗିରଫ ବୟଫ୍ରେଣ୍ଡକୁ କରାଯିବ କୋର୍ଟ ଚାଲାଣ ।…
Read More...

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ମାମଲା ଫାଷ୍ଟଟ୍ରାକ୍‌ କୋର୍ଟକୁ ନେବୁ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଘଟଣା ପରେ ଝିଅ ଓ ପରିବାରର ମାନସିକ ସ୍ଥିତି ଭଲ ନାହିଁ । ଯେମିତି ଚିକିତ୍ସା ଯୋଗାଇବା କଥା ସେମିତି ଯୋଗା ଯାଇନାହିଁ । ଆମେ ଭଲ…
Read More...

ବଙ୍ଗରେ ଓଡିଆ ଝିଅ ଦୁଷ୍କର୍ମ ମାମଲା, NCW ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ଵର: NCW ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । NCW ଦୁର୍ଗାପୁର ଘଟଣାକୁ ଗୁରୁତର ସହ ନେଇଛନ୍ତି ‘ଏକ୍ସ’ରେ ଲେଖିଲେ । NCW ସ୍ବତନ୍ତ୍ର ଟିମ୍‌ ମେଡିକାଲ୍‌କୁ ପଠାଇ ତଥ୍ୟ ସଂଗ୍ରହ କରିଛନ୍ତି । ନିରପେକ୍ଷ ତଦନ୍ତ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ…
Read More...

ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ମମତାଙ୍କ ବିବାଦୀୟ ବୟାନ, ଓଡ଼ିଶା ଉପରେ ଲଦିଲେ ଦୋଷ

ଭୁବନେଶ୍ୱର: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା ସମ୍ପର୍କରେ 'ବିବାଦୀୟ' ମନ୍ତବ୍ୟ ଦେଇଥିଲେ । ଏଥିସହିତ ସେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର…
Read More...

ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଏବଂ ଅସାମାଜିକ ତତ୍ତ୍ୱଙ୍କ ପାଇଁ ଏକ ନିରାପଦ ସ୍ଥାନ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରବିବାର ଦୁର୍ଗାପୁରରେ ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାର ପରିଚାଳନା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣି ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସାଂସଦଙ୍କ ଅନୁଯାୟୀ, ପଶ୍ଚିମବଙ୍ଗ କ୍ରମଶଃ…
Read More...