ୟୁଏଇରେ ଆୟୋଜିତ ହେବ ପ୍ରଥମ ମିସ୍ ୟୁନିଭର୍ସ
(ଦୁବାଇ) : ଆପଣ ଜାଣନ୍ତି ଦୁବାଇରେ ମିସ୍ ୟୁନିଭର୍ସ ୟୁଏଇ ଆୟୋଜନ କରାଯିବ। ଇତିହାସରେ ଏଭଳି ପ୍ରଥମ ଥର ହେବାକୁ ଯାଉଛି ଯେ, ପ୍ରଥମ ଥର ୟୁଏଇର ମିସ୍ ୟୁନିଭର୍ସ କନଟେଷ୍ଟରେ ଯୋଗ ଦେବାକୁ ଯାଉଛି। ଏଥିପାଇଁ ଦୁବାଇରେ ପ୍ରଥମ ବ୍ୟୁଟି କନଟେଷ୍ଟ ‘ମିସ୍ ୟୁନିଭର୍ସ ୟୁଏଇ’ ଆୟୋଜନ କରାଯିବ। ଏହି…
Read More...
Read More...