ଶୋଷରେ ଆଉଟ ପାଉଟ ହେଉଥିଲେ ଗ୍ରାମବାସୀ, ପାଣି ଯୋଗାଇଲେ ନେତା
(ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ, ବିଭିନ୍ନ ଜିଲ୍ଲାରେ ଏବେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଟାଙ୍ଗରାପଖନା ଗ୍ରାମରେ ଦେଖିବାକୁ ମିଳିଛି ଗଭୀର ପାନୀୟ ଜଳ ସଙ୍କଟ ।ମୁନ୍ଦାଏ ପାଣି…
Read More...
Read More...