Browsing Tag

drinking water problem

ଫେଲ୍ ମାରୁଛି ସରକାରୀ ଯୋଜନା: ଗ୍ରାମବାସୀଙ୍କ ତୃଷା ମେଣ୍ଟାଉଛି ଚୁଆ ପାଣି

କନ୍ଧମାଳ: ସରକାରଙ୍କ ବହୁବିଧ ଯୋଜନା ଏଠି ଫେଲ୍ ମାରୁଛି। ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୁଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା, କୁଡୁତୁଲି ଗ୍ରାମ ପଂଚାୟତର ସାରକେତା ଗାଁ ରେ । ଦୀର୍ଘ ବର୍ଷ ପରେ ମଧ୍ୟ ଏଠାରେ…
Read More...

ଶୋଷରେ ଆଉଟ ପାଉଟ ହେଉଥିଲେ ଗ୍ରାମବାସୀ, ପାଣି ଯୋଗାଇଲେ ନେତା

(ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ, ବିଭିନ୍ନ ଜିଲ୍ଲାରେ ଏବେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଟାଙ୍ଗରାପଖନା ଗ୍ରାମରେ ଦେଖିବାକୁ ମିଳିଛି ଗଭୀର ପାନୀୟ ଜଳ ସଙ୍କଟ ।ମୁନ୍ଦାଏ ପାଣି…
Read More...